କୋଇଡା,24/11 (ସଂଧାନ ନିୟୁଜ) ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କଲଟା ଫାଣ୍ଡିର ।ଝାରଖଣ୍ଡ ସୀମା କୁ ଲାଗି ରହିଥିବା ଝିରପାଣି ଗ୍ରାମ ନିକଟରେ କାଳିମାଟି ଗ୍ରାମରେ ଗତ ରାତିରେ ସୁଦୁରା ମୁଣ୍ଡା ଙ୍କ ଘର ଭାଙ୍ଗିବା ସହିତ ସେହି ଗ୍ରାମର ହରି ମୁଣ୍ଡା (୬୭)କ୍ଷେତକୁ ଯିବା ସମୟରେ ଦନ୍ତା ହାତୀ କଚାଡି ଦେଇଥିଲା ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ପାଇ କୋଇଡା ରେଞ୍ଜର ଏବଂ କାଲଟା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ।ଶବ ଉଦ୍ଧାର କରି ଲହୁଣୀପଡା ଶବ ବ୍ୟବଛେଦ ପାଇଁ ପଠାଇ ଦିଆଯାଇଛି ।
Report:-ଲମ୍ବୋଦର ବାରିକ, କୋଇଡା



