ହାଇୱା ଓ ବାଇକ ମୁହାଁମୁହିଁ  :୧ ମୃତ ୧ଗୁରୁତର

Spread the love
ଭଦ୍ରକ,୫/୧୨(ସଂନ୍ଧାନ ନିୟୁଜ) ସମୟ ପ୍ରାୟ ସକାଳ 6ଟା l ଚାନ୍ଦବାଲି ରାସ୍ତାର ନଛିପୁର ଛକ ନିକଟରେ ଟ୍ରକ ଓ ବାଇକ ଧକ୍କା।  ସୂଚନାରୁ ଜଣାଯାଏ ଭଦ୍ରକ ବ୍ଲକ ଅନ୍ତର୍ଗତ ନୂଆଶାସନ ଅଞ୍ଚଳର ରାଜେନ୍ଦ୍ର ସାହୁ ଓ ନିରଞ୍ଜନ ତ୍ରିପାଠୀ କୌଣସି କାମରେ ଏକ ପେସନ ବାଇକ(OD-22 A-9359) ଯୋଗେ ଭଦ୍ରକ ଆଡେ ଆସୁଥିବା ସମୟରେ ସାମ୍ନା ପଟରୁ ଏକ ହାଇଞ୍ବା ଟ୍ରକ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଫଳରେ ଘଟଣା ସ୍ଥଳରେ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଵା ବେଳେ, ନିରଞ୍ଜନ ଗୁରୁତର ଅଵସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ।ହଠାତ ନିରଞ୍ଜନଙ୍କ ଅବସ୍ଥା ଖରାପ ଆଡକୁ ଗତି କରୁଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ  ସ୍ଥାନାନ୍ତରିତ କରାଯାଇଛି କରାଯାଇଛି।

Related Posts

About The Author

Add Comment