ହାଇକୋର୍ଟରେ କରୋନା କଟକଣା

Spread the love
କଟକ, ୧୪/୦୩ (ସନ୍ଧାନ ନିୟୁଜ) : ସାରା ବିଶ୍ୱର କରୋନା ଭାଇରସ୍‌ ନିଜର କାୟା ବିସ୍ତାର କରି ଚାଲିଛି। ଏହି ଭାଇରସ୍‌ କବଳରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଅବଲମ୍ବନ କରାଯାଉଛି। ସୁପ୍ରିମକୋର୍ଟରେ କରୋନା ପାଇଁ କଟକଣା ଜାରି କରାଯାଇଥିବା ବେଳେ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ମଧ୍ୟ  କରୋନା କଟକଣା ଜାରି ହୋଇଛି। କୋର୍ଟ ପରିସରରେ କରୋନା ସଂକ୍ରମଣ ଆଶଙ୍କା ନେଇ ଗାଇଡଲାଇନ ଜାରି ହୋଇଛି।

Related Posts

About The Author

Add Comment