ହତ୍ୟା ମାମଲାରେ ପାଞ୍ଚ ଅଭିଯୁକ୍ତ ଗିରଫ 

Spread the love
ରାଉରକେଲା,  ୦୧/୧୧/୨୦୨୦ (ସନ୍ଧାନ ନିଉଜ) :  ଟ୍ରାଫିକ ଗେଟ୍ ମାର୍କେଟ ସାଗର ରୟଙ୍କ ହତ୍ୟା ମାମଲାରେ ରାଉରକେଲା ପ୍ଲାଣ୍ଟସାଇଟ୍ ପୋଲିସ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ପଠାଇ ଦେଇଛି। ଅନୁସନ୍ଧାନ ବେଳେ ପ୍ରକାଶ ଯେ ସେନାପତିଙ୍କ ଦୋକାନରୁ କିଛି ବ୍ୟାଗ ରସୁଣ ଚୋରି ହୋଇଥିଲା ଏବଂ ସେ ଏହି ଚୋରି ପାଇଁ ସାଗରଙ୍କୁ ସନ୍ଦେହ କରିଥିଲେ। ତା’ପରେ ସେ ମାଲଗୋଡାମ ଅଞ୍ଚଳର ଭୋଲା, ରାଜେନ୍ଦ୍ର ପାଲଙ୍କ ସହ ଯୋଜନା କରି ଅନ୍ୟ ଅଭିଯୁକ୍ତମାନଙ୍କ ସହ ସାଗରକୁ ଇ ଶିକ୍ଷା ଦେଇଥିଲେ। ଏବଂ 30 ତମ ରାତିରେ ସାଗରଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା ଏବଂ ଏହି ପ୍ରକ୍ରିୟାରେ ସାଗରଙ୍କ ବନ୍ଧୁ ପ୍ରକାଶ ସେଣ୍ଟୀ ଗୁରୁତର ଭାବେ ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

Related Posts

About The Author

Add Comment