ଭଦ୍ରକ:୧୬/୬ (ସନ୍ଧାନ ନିୟୁଜ) ଭଦ୍ରକ ଜିଲା ପୁରୁଣା ବଜାର ମଲିକ ମଇଦାନଠାରେ ହଜ୍ କରିବାକୁ ଯିବାକୁ ଥିବା ଲୋକଙ୍କୁ ତାଲିମ ପ୍ରଦାନ କରାଯାଉଛି l ଭଦ୍ରକ ହଜ୍ କମିଟି ପକ୍ଷରୁ ଏହି ତାଲିମ ପ୍ରଦାନ କରlଯାଉଥିବାବେଳେ ଯାତ୍ରା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ସେନେଇ ତାଲିମ ପ୍ରଦାନ କରାଯାଇଥିଲା।
Related Posts
About The Author
Add Comment