ଧର୍ମଶାଳା,୧୮/୨/୨୦ (ସନ୍ଧାନ ନିଉଜ) : ଧର୍ମଶାଳା ବ୍ଳକ ଦେଓଦା ପଞ୍ଚାଯତ ମଠସାହି ଗ୍ରାମ ରେ ଲେଟ୍ସ ଫିଡ ଦ ନିଡି ସୋଚା ସେବି ସଙ୍ଘଠନ ଆନୁକୂଲ୍ୟରେ ଦୂଯୌଧନ ପଣ୍ଡା ଙ୍କ ପ୍ରଥମ ସାରଦ ବାର୍ଷିକ ଉପଲକ୍ଷେ ଏକ ଶୌଚାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ଏହି ଶିବିର ଟିକୁ ସଙ୍ଗଠନର ସଭାପତି ବିଭୂଦତ ପଣ୍ଡା ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ଏହି ଶିବିର ରେ 46 ଇଉନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ଶିବିର ରେ ବାଦଲ,ବୁଲୁ,ଦିଲୁ ,ପରିବାର ର ସମସ୍ତ ସଦସ୍ୟ ଓ ଅନ୍ୟ ଭାଇ ମାନେ ସହଯୋଗ କରିଥିଲେ ।
ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ।
|
February 19, 2020 |
