ରାଉରକେଲା,୨୧/୦୪ (ସନ୍ଧାନ ନିଉଜ): ସୋସିଆଲ ମିଡିଆରେ ମିଥ୍ୟାପ୍ରଚାର କଲେ ଦୋଷୀ ବିରୋଧରେ ଆଇନଗତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଉରକେଲା ଏସପି କେ ଶିବା ଶୁବ୍ରାମଣି ସୂଚନା ଦେଇଛନ୍ତି । ଫେସବୁକରେ ପୋଷ୍ଟ କରି ରାଜୁ ବଡାଇକ ନାମକ ଏକ ଯୁବକକୁ ଝିରପାଣି ଥାନା ପୋଲିସ ଗିରଫ କରିଛି । ବ୍ରହ୍ମଣୀତରଙ୍ଗ ଥାନା ଅଞ୍ଚଳରୁ 2 ଜଣ ଗିରଫ ହୋଇଥିବା ଏସପି ସୂଚନା ଦେଇଛନ୍ତି। ଏ ଯାଏଁ 5 ଟି ମାମଲାରେ ରାଉରକେଲା ପୋଲିସ 6 ଜଣଙ୍କୁ ଗିରଫ କରିଛି।
ସୋସିଆଲ ମିଡିଆରେ ମିଥ୍ୟା ପ୍ରଚାର କରି 6 ଗିରଫ
|
April 21, 2020 |
![](https://sandhannews.com/wp-content/uploads/2020/04/image-2020-04-21T143616.420.png)