ସୁବର୍ଣ୍ଣପୁର, ୨୨/୦୧/୨୦ (ସନ୍ଧାନ ନିଉଜ/ଏସ ନାୟକ) : ସୁବର୍ଣ୍ଣପୁର ଏସ୍ପି ଦେବୀପ୍ରସାଦ ଦାଶଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଏସ୍ପିଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଏସ୍ପି ଓ ଅନ୍ୟ ୨ ଆହତଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏସ୍ପି ଦେବୀପ୍ରସାଦ ଦାଶ ଏହି ଗାଡ଼ିରେ ସୋନପୁର ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ସମ୍ବଲପୁର-ସୋନପୁର ରାସ୍ତାର ସିଣ୍ଢୋଲ ଢାବା ନିକଟରେ ଗାଡ଼ିଟି କୌଣସି କାରଣରୁ ରାସ୍ତା ତଳକୁ ଓଲଟି ପଡ଼ିଥିଲା।
ତାଜା ଖବର
- ବିପଦପୂର୍ଣ୍ଣ ସ୍ଥିତିରେ ରାଜ୍ୟ ରାଜପଥ – ୨୪ ର ଯାତ୍ରୀ ପ୍ରତୀକ୍ଷାଲୟ: ପ୍ରଶାସନର ନିଦ ଭାଙ୍ଗୁଛି କେବେ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ତିହିଡ଼ି ଥାନା ବେଆଇନ ମଦ ଓ କୋଇଲା କାରବାର ରୋକିବାରେ ବିଫଳ କାହିଁକି?
- ଜ୍ୟୋତ୍ସ୍ନା ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
- ରାମାନୁଜ ବିଦ୍ୟାପୀଠ ପାଳିଆ ବିନ୍ଧା ରେ ୧୯୯୯ ମସିହା ର ବଂଧୁ ମିଳନ ଓ ଗୁରୁ ପୂଜନ ଉତ୍ସଵ ମହାସମାରୋହରେ ପାଳିତ
- ଓଡ଼ିଆ ଭାଷା ଓ ସାହିତ୍ୟ ଗବେଷଣା କ୍ଷେତ୍ରରେ ଅଧ୍ୟାପକଙ୍କ ସଫଲତା
- ଘାସିବର ଗାଁରେ ବସୁଧା ଯୋଜନା ଫେଲ୍ ମାରିଛି ; ପହଞ୍ଚି ପାରୁନି ବିଶୁଦ୍ଧ ଜଳ ଗ୍ରାମବସୀ ହନ୍ତସନ୍ତ
- ଅଂଶୁଘାତରେ ହୃଦରୋଗ ବିଶେଷଜ୍ଞଙ୍କ ଭାତୃ ବିୟୋଗ
- ବୈତରଣୀ ନଦୀରେ ପାଣି ଛାଡିବା ପାଇଁ ମା ଜୟଚଣ୍ଡୀ କୃଷକସଭା ପକ୍ଷରୁ ଦାବି
- ମୁହାଁ ମୁହିଁ ବାଇକ ଧକ୍କାରେ ୨ ଜଣ ଗୁରୁତର ଆହତ



