ସୁନ୍ଦରିଆରେ ପାନିୟ ଜଳ ପକଳ୍ପ ଅର୍ଥ ହଡପ ୧୦ ରେ ଫୁଣି ଲୋକାଯୁକ୍ତ ରେ ହରଜର ହେବେ ଯନ୍ତ୍ରୀ

Spread the love

ଧର୍ମଶାଳା ୦୭/୧୨ (ସନ୍ଧାନ ନିୟୁଜ) ଧର୍ମାାଶାଳା ବ୍ଲକ୍ ସୁନ୍ଦରିଆ ପଂଚାୟତ ହରଦେଇପୁର ଗ୍ରାମରେ ପାନିୟଜଳ ଯେଗାଣ ପ୍ରକଳ୍ପ ନାମରେ ୨ ଲକ୍ଷ୍ୟ ଟଙ୍କା ହଡପ ହୋଇଛି । ଏନେଇ ଲୋକାଯୁକ୍ତଙ୍କ ହେଂଚରେ ସମିତି ସଂପାରିଲୁ ଦେଉରୀ ଏକ ମାମଲା ରୁଜୁ କରିଥିଲେ । ଏହା ଆଧାରରେ ଧୂତୀୟ ଥର ପାଇଁ ଆସନ୍ତା ୧୦ ତାରିଖରେ ଫୁଣି ହାଜର ହେବ ବ୍ଲକ୍ ପ୍ରଶାସନ । ତେବେ ଏହି ଘଟଣାରେ ଭତ ନପେମ୍ବର ୨୮ ତାରିଖରେ ବି.ଡି.ଓ ଙ୍କ ଅନୁପିସ୍ଥିତିରେ ସରକାରି ନିବାହି ଯନ୍ତ୍ରୀ ପ୍ରଶାନ୍ତ କୁମାର ମହାନ୍ତି ଲୋକା ଯୁକ୍ତ ଅଦକ୍ଷ୍ୟଙ୍କ ନିକଟରେ ଉପସ୍ଥିତ ରହି ଯେଉଁ ପଦ ଓ ତଥ୍ୟ ରଖିଥିଲେ ତାହା ସନ୍ତସ ଜନକ ନୁଡେଁ ଦର୍ଶାଇ ଗ୍ରହଣ କରାଯାଇ ନଥିଲା । ପୁନଃର୍ବାର ଏହାର ତଦନ୍ତ ପାଇଁ ରିପୋଟ ଦେବାପାଇଁ ର୍ନିର୍ଦଶ ଦେଇଥିଲେ । ଅଧକ୍ଷ୍ୟ ବ୍ୟକ୍ତିଗତ ଭାବରେ ଏହାର ତଦନ୍ତ କରି ୧୦ଦିନ ମଧ୍ୟରେ ରିପୋଟ ଦେବେ ବୋଲି ଯନ୍ତ୍ରୀ ଶ୍ରୀ ମହାନ୍ତି ଲୋକା ଯୁକ୍ତ ନିକଟରେ ପକ୍ଷ୍ୟ ରଖିଛନ୍ତି । ଫଳରେ ୩ଦିନ ତଳେ ସରପଂଚଙ୍କ ପ୍ରତିନିଧି ପି.ଇ.ଓ କନିଷ୍ଠ ଯନ୍ତ୍ରିଙ୍କ ଉପସ୍ଥିତିରେ ସହକାରି ଯନ୍ତ୍ରୀ ପକଳ୍ପ ନିକଟକୁଯାଇ ବସିଥିବା ପାନିୟ ଜଳ ପକଳ୍ପ ନିମତେ ହୋଉଥିବା ବୋରିଙ୍ଗ୍ ର ଗଭିରତା ମାପଚୁପ କରି ଫେରିଯାଇଥିବା ଯଣରପଡିଛି । କାଗଜ ପତ୍ରରେ ଏହାକୁ ୬୩ ମିଟର ବୋରିଙ୍ଗ ଦର୍ଶାଯାଇଥିବାବେଳେ ଏହାର ଅଧାବିଖୋଳା ଯାଇ ନାହିଁ ବୋଲି ଅଭିଯୋଗ ଆସିଥିଲା । ୨ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ଏହି ଜଳ ଯୋଗାଣ ପକଳ୍ପଟି ପାଉପ ଜରିଆରେ ବିଭିନ୍ନ ସ୍ତାନକୁ ଜଳଯୋଗାଣ ସହ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରିବାକଥା କିନ୍ତୁ ପକଳ୍ପରୁ ଆଦୌ ପାଣିବାହାରୁ ନଥିବା ଏବଂ ୬୩ମିଟର ଖୋଳାଯାଇଥିବା କାଗଜ ପତ୍ରରେ ମିଥ୍ୟା ଦର୍ଶାଇ ବିଲ୍ କରି ନେଇଥିବା ନେଇ ଲୋକାଯୁକ୍ତଙ୍କ ନୀକଟରେ ଗତ ୦୪.୧୦.୧୯ ରେ ଏଲ୍. ୱାଇ ନଂ.୪୧୪/୧୯ ରେ ଏକ କେସ ରୁଜୁ ହୋଇଥିଲା । ସ୍ଥାନିୟ ଲୋକମାନେ ନିଜ ହାତରୁ ଅର୍ଥ ଖର୍ଚ୍ଚକରି ଏହି ବୋରିଂ ଉପରେ ଏକ ନଳକୂପ ବସାଇ ଜଳବ୍ୟବହାର କରୁଚନ୍ତିା ପୂର୍ବରୁ ଲୋକ ଯୁକ୍ତରେ ମାମଲା ହୋଇଥିବା ତରଂଜି ପଂଚାୟତ ଆବାଶ ଘୋଟାରରେ ଗତ ୨ତାରିଖରେ ବି.ଡି.ଓ ବ୍ୟକ୍ତିଗତ ଭାବରେ ହାଜର ହୋଇ ଚଂଚିକତାରେ ସଂପୃକ୍ତ ପି.ଇ.ଓ ସହକାରି ଯନ୍ତ୍ରୀଙ୍କ ବିରୁଧରେ କାର୍ଯ୍ୟୃାନୁଷ୍ଟାନ ନିମନ୍ତେ ଜିଲାପାଳଙ୍କୁ ସୁପାରିସ କରିଥିବା ଦର୍ଶାଇଛନ୍ତି । ତେବେ ତରଂଜିଆ ପରେ ସୁନ୍ଦରିଆ ଚଂଚିକତା ଘଟଣାକୁ ନେଇ ସଂପୃକ୍ତ ଅଧିକାରୀ ମାନଙ୍କ ମଧ୍ୟରେ ଛନକା ପସିଯାଇଥିବା ଯଣରପଡିଚି । ଅସାଧୁ ବ୍ୟକ୍ତ ତଦନ୍ତକୁ ବାଟବଣା ନିମନ୍ତେ ଚାପପକାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

Related Posts

About The Author

Add Comment