ଯାଜପୁର ତା ୨୯/୧୧ (ସନ୍ଧାନ ନିୟୁଜ/ମାନସ ରାଉତ ) -ଯାଜପୁର ଓ କଟକ ଜିଲ୍ା ସୀମାନ୍ତରେ ଥିବା ଡାଲମିଆଁ ସିମେଣ୍ଟ ଗ୍ରୁପର ଓଡ଼ିଶା ସିମେଣ୍ଟ ଲିମିଟେଡ ପକ୍ଷରୁ ଚାଲୁଥିବା କପିଳାସ ସିମେଣ୍ଟ ମେନୁଫ୍ୟାକ୍ଚରିଙ୍ଗ୍ ୱାର୍କ୍ସ ସିମେଣ୍ଟ କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୧.୭ରୁ ୪.୨ ମିଲିୟନ ଟନକୁ ବୃଦ୍ଧି କରିବା ନିମନ୍ତେ ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ଆବଶ୍ୟକୀୟ ପରିବେଶ ମଞ୍ଜୁରୀ ନିମନ୍ତେ ଗତକାଲି ଯାଜପୁର ଜିଲ୍ା ଦର୍ପଣ ତହସିଲ ଅନ୍ତର୍ଗତ ଅମୀୟଝରୀ ଗ୍ରାମ ଭୂୟାଁ ପଡ଼ିଆ ଠାରେ ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା ।





