ସାରାଦେଶରେ ଲକଡାଉନର ପ୍ରଥମଦିନରେ ଜୋରଦାର ଚେକିଂ

Spread the love

ଭୁବନେଶ୍ୱର,୨୫/୦୩ (ସନ୍ଧାନ ନିୟୁଜ/ମାନସ ରାଉତ) ସାରାଦେଶରେ ୨୧ ଦିନିଆ ତାଲାବନ୍ଦର ଆଜି ପ୍ରଥମ ଦିନ । ଗତକାଲି ମଧ୍ୟରାତ୍ରିରୁ ଓଡିଶାରେ ଏହି କଟକଣାକୁ କଡାକଡି ପାଳନ କରିବାକୁ ଆରମ୍ଭ ହୋଇଛି ଉଦ୍ୟମ । ତାଲାବନ୍ଦ ସମୟରେ ଘରୁ ପଦାକୁ ନବାହାରିବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜୋର ଧରିଛି ଗାଡିମୋଟର ଚେକିଂ । ରାସ୍ତାରେ ଅନେକ ସ୍ଥାନରେ ବ୍ୟାରିକେଡ୍ ତିଆରି କରିବା ସହ ପୋଲିସ ଲୋକଙ୍କ ଘରୁ ପଦାକୁ ନବାହାରିବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି ।

Related Posts

About The Author

Add Comment