ଧର୍ମଶାଳା, ୨୮/୧/୨୦ (ସନ୍ଧାନ ନିଉଜ/ମାନସ ରାଉତ) : ଧର୍ମଶାଳା ବ୍ଲକ ଅନ୍ତର୍ଗତ କଣ୍ଟିଗଡିଆ ଖେଳ ପଡିଆରେ ପୂର୍ଣର୍ିମା କ୍ଳବ କଣ୍ଟିଗଡିଆ ଆନୁକୂଲ୍ୟରେ ୨ୟ ବାର୍ଷିକ ସଂଜ ସମୀରଣ ସ୍ମାରକି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଉଦଯାପିନୀ ଦିବସରେ ବିଶିଷ୍ଟ ଲେଖକ,କବି,ସାହିତ୍ୟିକ ତଥା ଅଧ୍ୟାପକ ତୁହିନାଂଶୁ ରଥଙ୍କ ପୋ÷ରୋହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ସ୍ମୃତିରେଖା ପହି ଯୋଗଦେଇ ସାମ୍ବାଦିକତା କ୍ଷେତ୍ରରେ ଜଣେ ନିର୍ଭୀକ ,ନିଷ୍ଠାପର ଏବଂ କର୍ତ୍ତବ୍ୟ ନିଷ୍ଠ ଯୁବ ସାମ୍ବାଦିକ ଦୀପକ କୁମାର ଦାସଙ୍କୁ ମାନପତ୍ର,ଉପଢୋ÷କନ ସହ ‘ଏସ.ଏମ.ସି.ଟି. ପୂର୍ଣ୍ଣିମା’ ସମ୍ମାନରେ ସମ୍ମାନିତ କରିଥିଲେ ।
ସାମ୍ବାଦିକ ସମ୍ବର୍ଦ୍ଧିତ
|
January 28, 2020 |
