ସାମ୍ବାଦିକ ମାନଙ୍କୁ କୁକୁର ଶବ୍ଦ କରିଥିବା ଅଭିଯୋଗରେ ଯୁବକ ଗିରଫ ହେଲେ

Spread the love

ଯାଜପୁର ସଦର (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତର ଏକ ସଂଖ୍ୟାଲଘୁ ସଂମ୍ପ୍ରଦାୟର ଯୁବକ ଅପ୍ରେଲ ୨ତାରିଖରେ

ଫେସବୁକ ସାମ୍ବାଦିକ ମାନଙ୍କୁ ଦଲାଲ ମିଡିଆ ସବୁବେଳେ ମୁସ୍ଲିମ ତୃଟିକୁ ମିଡିଆରେ ପ୍ରକାଶ କରୁଥିବା ବେଳେ, ସାମ୍ବାଦିକ ମାନେ ଯେମିତି ଢ଼ାବା ବାହାରେ ବୁଲା କୁକୁର ପରି ଅପେକ୍ଷା କରିଥାନ୍ତି

ଏହି ସଂଖ୍ୟାଲଘୁ ସଂମ୍ପ୍ରଦାୟର ଯୁବକ ଫେସବୁକ ପୋଷ୍ଟ କରିଥିବା ବେଳେ, ଜିଲ୍ଲା ଏବଂ ରାଜ୍ୟ ଜିଲ୍ଲା ସାମ୍ବାଦିକ ସଙ୍ଘ ମହଲରେ କ୍ଷୋବ ପ୍ରକାଶ ପାଇଥିଲା । ଯାହାକି ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହି ସଂଖ୍ୟାଲଘୁ ଯୁବକ ସଫିକ୍ ଆଲାମ୍ ଖାଁ ନାମରେ ବିଭିନ୍ନ ଥାନାରେ ଏତଲା କରାଯାଇଥିଲା । ସାମ୍ବାଦିକ ମାନେ ସଂଘ ପକ୍ଷରୁ ଯାଜପୁର ଜିଲ୍ଲା ଏସ୍ପିଙ୍କ ଦୃଷ୍ଟି ଗୋଚର କରିଥିଲେ । ଯାହାକି ବ୍ରହ୍ମାବରଦା ପ୍ରେସ୍ କ୍ଲବର ସଦସ୍ୟ ମାନେ ଧର୍ମଶାଳା ଥାନରେ ଏତଲା କରିଥିଲେ । ଏତଲାକୁ ଭିତ୍ତି କରି ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କ ନିଦେ୍ର୍ଦଷରେ ଏବଂ ଯାଜପୁର ଜିଲ୍ଲା ଏସ୍ପିଙ୍କ ନିଦେ୍ର୍ଦଷରେ ବ୍ରହ୍ମବରଦା ଫାଣ୍ଡିକୁ ନିଦେ୍ର୍ଦଷ ଦିଆଯାଇଥିଲା । ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ ଏବଂ ଫାଣ୍ଡି ଷ୍ଟାପ୍ ଆଜି ଦିନ ୧୧ଟା ରେ  ଆସାମୀ ସଫିକ୍ ଆଲାମ୍ ଖାଁଙ୍କୁ ଗିରଫ କରିଥିଲେ ।

Related Posts

About The Author

Add Comment