ସାମ୍ବାଦିକଙ୍କ ପିତୃ ବିୟୋଗ 

Spread the love

ଧର୍ମଶାଳା,(ସନ୍ଧାନ ନିୟୁଜ/ମାନସ ରାଉତ): ଧର୍ମଶାଳା ଅଞ୍ଚଳର ଯୁବ ସାମ୍ବାଦିକ ସଞ୍ଜୟ କୁମାର ମିଶ୍ରଙ୍କ ପିତା ଶରତ କୁମାର ଦାଶଙ୍କ ଅକାଳ ବିୟୋଗ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । ସେ ଅସୁସ୍ଥ ହୋଇ କଟକ ମେଡିକାଲରରେ ଚିକିସôାଧୀନ ଥିବା ବେଳେ ଶନିବାର ତାଙ୍କର ସେଠାରେ ମୃତୁ୍ୟ ଘଟିଥିଲା । ପରେ ତାଙ୍କୁ ଦେଉଳିସ୍ଥିତ ବାସଭବନକୁ ଆଣାଯାଇଥିଲା । ଗ୍ରାମବାସୀଙ୍କ ଶେଷ ଦର୍ଶନ ପରେ ଶବ ସଂସ୍କାର କରାଯାଇଥିଲା । ଶରତ ସେନା କର୍ମଚାରୀ ଭାବରେ କାର୍ଯ୍ୟରତ ଥିଲେ । ତାଙ୍କ ମୃତୁ୍ୟରେ ସାମ୍ବାଦିକ ଦିପକ ଗୋଚ୍ଛାୟତ, ମାନସ କୁମାର ରାଉତ, ନାରାୟଣ ରଥ, ଆନନ୍ଦ ମହାରଣା, ସୁବତ୍ର ଜେନା, ସୁରେନ୍ଦ୍ର ସାମଲ, ଦିପକ ମଲିକ, ମାନସ ଜେନା, ସୁରେଶ ବିଶ୍ୱାଳ, ସମେତ ବହୁ ସମ୍ବାଦିକ ଏବଂ ୱେବ ମିଡିଆ ସଂଘର ସାମ୍ବାଦିକମାନେ ଶୋକ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment