ସାପ କାମୁଡାରେ ଯୁବତୀ ମୃତ
|
June 20, 2019 |


ଜଣାପଡିଛି । ଯୁବତୀ ଜଣଙ୍କ ଶରତ ଦଳାଇଙ୍କ ଝିଅ ସ୍ଵର୍ଣ୍ଣଲତା ଦଳାଇ ଓରଫ ଲିଜା (୧୪) ଜଣାପଡିଛି । ସେ କାଲି ଶୋଇଥିବା ବେଳେ ଏକ ନାଗ ସାପ କାମୁଡିଦେଇଥିଲା । ଫଳରେ ସଙ୍ଗେସଙ୍ଗେ ତାଙ୍କର ମୃତୁ୍ୟ ହୋଇଥିଲା । ପରିବାର ବର୍ଗ ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।