ସହକାରୀ ଯନ୍ତ୍ରୀଙ୍କ ସରକାରୀ ବାସଭବନରେ ଫୁଟିଲା ବ୍ରହ୍ମକମଳ
ସହକାରୀ ଯନ୍ତ୍ରୀଙ୍କ ସରକାରୀ ବାସଭବନରେ ଫୁଟିଲା ବ୍ରହ୍ମକମଳ
Manas Kumar Rout |
August 20, 2020 |
କଟକ, ୨୦/୦୮/୨୦୨୦ (ସନ୍ଧାନ ନିଉଜ) : କଟକର ଜଳଯୋଗାଣ ବିଭାଗ କ୍ୟାଣ୍ଟେନମେଣ୍ଟ ରୋଡ ଅଫିସ୍ କ୍ୟାମ୍ପସ ସହକାରୀ ଯନ୍ତ୍ରୀ ନାରାୟଣ ପ୍ରସାଦ ପ୍ରଧାନଙ୍କ କ୍ୱାର୍ଟରେ ଏକାଥରେ ୩ଟି ବ୍ରହ୍ମକମଳ ଫୁଲ ଫୁଟିବାର ଦେଖିବାକୁ ମିଳିଥିଲା । ଏହି ବିରଳ ଫୁଲଟି ସମସ୍ତଙ୍କ ବାଡିରେ ଏମିତି ଫୁଟି ନଥାଏ । କିନ୍ତୁ ଇଂ. ପ୍ରଧାନଙ୍କ କ୍ୱାର୍ଟର୍ସରେ ସୌଭାଗ୍ୟବଶତଃ ଫୁଟିଥିବା ଦେଖିବାକୁ ମିଳିଥିଲା । ସେହି ଫୁଲକୁ କଟକ ମହମଦିଆ ବଜାର ଜଗନ୍ନାଥ ମନ୍ଦିରରେ ଇଂ. ପ୍ରଧାନ… ଜଗନ୍ନାଥ, ବଳଭଦ୍ର ସୁଭଦ୍ରାଙ୍କୁ ଅର୍ପଣ କରିଥିଲେ । ଇଂ. ପ୍ରଧାନ ଏହି ଫୁଲ ଗଛଟିକୁ ୩ ବର୍ଷ ପୂର୍ବରୁ ବେଙ୍ଗାଲୁରୁରୁ ଆଣିଥିଲେ ।
Related Posts
About The Author