କଟକ, ୨୯/୦୬/୨୦୨୧ (ସନ୍ଧାନ ନିଉଜ) – ସର୍ଵଭାରତୀୟ ସଂଗଠନ ମହିଳାଶକ୍ତି କଟକ ଶାଖା ପକ୍ଷରୁ ସଭାପତି ଲିଙ୍ଗରାଜ ପତି ଓ ମହାସଚିବ ହୃଦାନନ୍ଦ ରାୟଙ୍କ ନେତୃତ୍ୱରେ କଟକ ସଦର ବୟାଳିଶମୌଜ଼ା ଉପକଣ୍ଠ ଝିଙ୍କିରିଆ,ମଣିବାଡ ଆଦି ବହୁ ଅଞ୍ଚଳରେ ୮୦ରୁ ଉର୍ଦ୍ଧ୍ବ ପରିବାରକୁ ନୋଜ ମାସ୍କ ଓ ସାନିଟାଇଜର ବଂଟନ କରାଯାଇଛି । କରୋନା ସମୟରେ ଏହି ସେବାକାର୍ଯ୍ୟରେ ମହିଳାଶକ୍ତିର ଦଶଜଣରୁ ଅଧିକ କାର୍ଯ୍ୟକର୍ତା ଉପସ୍ଥିତ ରହି ପରିଚାଳନା କରିଥିଲେ ।
ସର୍ଵଭାରତୀୟ ସଂଗଠନ ମହିଳାଶକ୍ତି ପକ୍ଷରୁ କରୋନା ମହାମାରୀ ସମୟରେ ମାନବୀୟ ସାଧାରଣରେ ଉଚ୍ଚ ପ୍ରସଂଶା ।
|
June 30, 2021 |