ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ନିଲମ୍ବିତ ହେଲେ ଓଏଏସ ଅଫିସର ଦେବପ୍ରସାଦ ଦାଶ

Spread the love

ଭୁବନେଶ୍ୱର:  (ସନ୍ଧାନ ନିୟୁଜ) ବରିଷ୍ଠ ଓଏଏସ ଅଧିକାରୀ ତଥା ଟେଲିଭିଜନ ଉପସ୍ଥାପକ, ଲେଖକ ଦେବପ୍ରସାଦ ଦାଶଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ତାଙ୍କୁ ତାଙ୍କ ପଦବୀରୁ ନିଲମ୍ବନ କରାଯିବା ସହ ଆରଡିସିଙ୍କ ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ତ୍ତମାନ ସାମାଜିକ ନ୍ୟାୟ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିବା ଦେବପ୍ରସାଦଙ୍କ ଉପରେ ପୂର୍ବରୁ ବି ରାଜ୍ୟ ସରକାର ଖପ୍ପା ଥିଲେ । ୪ ବର୍ଷରେ ୬ ଥର ବଦଳି କରାଯିବା ପରେ ସ୍ୱେଚ୍ଛାକୃତ ଅବସର ନେବାକୁ ଦେବବ୍ରତ ଦାଶ ଆବେଦନ କରିଥିଲେ ।

Related Posts

About The Author

Add Comment