ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ମେଣ୍ଟେନାନ୍ସ ଇଞ୍ଜିନ୍‌ ମଧ୍ୟରେ ଧକ୍କା; ୩ ମୃତ , ବଗିରେ ଲାଗିଲା ନିଆଁ

Spread the love

ରାୟଗଡ଼ା, ୨୫/ ୬ (ସନ୍ଧାନ ନିୟୁଜ) ହାଓଡ଼ା ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟ୍ରାକ୍ ଲାଇନ ମରାମତି ତରୁଥିବା ମେଣ୍ଟେନାନ୍ସ ଇଞ୍ଜିନ୍‌ ଏକ୍ସପ୍ରେସ୍‌କୁ ଧକ୍କା ଦେବାରୁ ନିଆଁ ଲାଗିଛି। ଏହି ଘଟଣା ରାୟଗଡ଼ା ସିଙ୍ଗାପୁର ରୋଡ୍-କେଉଟଗୁଡ଼ା ମଝିରେ ଏହି ଦୁର୍ଘଟଣା ଘଟିଛି। ନିଆଁ ଲାଗିବା ଫଳରେ କୁହାଯାଉଛିଯେ, ଲଗେଜ୍ ଭ୍ୟାନ୍, ଇଞ୍ଜିନ୍ ଏବଂ ଗୋଟିଏ ଦ୍ୱିତୀୟ ଶ୍ରେଣୀ ବଗିରେ ନିଆଁ ଲାଗିଛି। ପ୍ରାଥମିକ ଖବର ଅନୁସାରେ ୩ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି ଏବଂ ୩ଜଣ ଆହତ ହୋଇଛନ୍ତି। ଦୁଇଟି ବଗି ଧାରଣାଚ୍ୟୁତ ହୋଇଛି। ଘଟଣାସ୍ଥଳରେ ରେଲୱେର ଅଧିକାରୀ ପହଞ୍ଚିଛନ୍ତି।/ ଦେଖନ୍ତୁ ଭିଡିଓ

https://www.youtube.com/watch?v=mhpzfIxO6Fc

Related Posts

About The Author

Add Comment