ସବଡେ଼ଗା ରୁ କରମଡ଼ିହି ମଝିରେ ବଡ଼ମାଲ ଠାରେ ସୁନ୍ଦରଗଡ ସଦର ପୋଲିସ ତରଫରୁ ଜୋରଦାର ଚେକିଙ୍ଗ

Spread the love

ସବଡେ଼ଗା ରୁ କରମଡ଼ିହି ମଝିରେ ବଡ଼ମାଲ ଠାରେ ସୁନ୍ଦରଗଡ ସଦର ପୋଲିସ ତରଫରୁ ଜୋରଦାର ଚେକିଙ୍ଗ ଚାଲିଥିବା ପ୍ରତିଦିନ ଦେଖାଯାଉଛି , ହେଲମେଟ,ଇନ୍ସୁ ରେନ୍ସ ତଥା ପଲୁସନ ନଥିଲେ ୧୦୦୦ ଟଙ୍କା ଲେଖାଏଁ ଚାଲାଣ କଟାଯାଉଛି , ଅଧିକାଂଶ ବାଇକ ଆରୋହୀ ସାଥି ଚାଳକ ଙ୍କ ହେଲମେଟ ନ ପିନ୍ଧିଥିବା ଯୋଗୁଁ ଫାଇନ ଦେଉଥିବା ତଥା ଚାରିଚକିଆ ଯାନ ପଲୁସନ ତଥା ସିଟ ବେଲ୍ଟ ନ ପିନ୍ଧିଥିବା ଯୋଗୁ ଫାଇନ ଦେଉଥିବାର ସାଧାରଣରେ ଦେଖିବାକୁ ମିଳୁଛି . ବାଇକ ଆରୋହୀ ନିଜ ସହଯୋଗୀଙ୍କ ହେଲମେଟ ନଥିବା ଯୋଗୁ ପୋଲିସ ଙ୍କ ଭୟରେ ଆଗକୁ ଯାଇନପାରି ରାସ୍ତାକଡ଼ରେ ଭିଡ ଜମାଇଥିବା ଦେଖା ଯାଉଛି ,

Related Posts

About The Author

Add Comment