ସୁନ୍ଦରଗଡ଼ ତା:୨୩/୧୧/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ଓଡିଶା ଆଙ୍ଗନବାଡି ଆସୋସିଏସନ ସଂଘ ଶାଖା ସବଡେଗା ତରଫରୁ ଆଜି ୧୨ଦଫା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବଡେଗା ନାରାୟଣୀ ପ୍ରିୟଦର୍ଶନୀ ପଣ୍ଡାଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଭାରତୀୟ ମଜଦୂର ସଂଘ ଦ୍ୱାରା ଅନୁବନ୍ଧିତ ଓଡିଶା ଅଙ୍ଗନବାଡି ଆସୋସିଏସନ ସବଡେଗା ଶାଖାର ସଭାପତି ଅଞ୍ଜଳି
ମହାଲିଙ୍ଗ ଏହି ଦାବିପତ୍ର ପ୍ରଦାନ ପ୍ରଦାନ କରିଥିଲେ । ଏହି କର୍ମରେ ଶାଖାର ସମ୍ପାଦିକା ସବିତା ଲାକ୍ରା, ସବିତା ପଣ୍ଡା,ଯିବେଶ୍ୱରୀ ଖିଲେଇ,ପ୍ରମିଳା କୁଣ୍ଡଳା,ପ୍ରତିମା ପଟେଲ,ସୁଶୀଳା ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ ।
ସବଡେଗା ଆଙ୍ଗନବାଡି ଆସୋସିଏସନ ତରଫରୁ ୧୨ଦଫା ଦାବି ନେଇ ବିଡ଼ିଓଙ୍କୁ ଫାବିପତ୍ର ପ୍ରଦାନ
|
November 24, 2021 |



