ସଦା ଅମର ରହେ ବିଜେଡ଼ି ନେତାଙ୍କୁ ରୋହିତ ଜେନା

Spread the love
କଟକ, ୦୭/୧୦/୨୦୨୧ (ସନ୍ଧାନ ନିଉଜ) – ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ ପକ୍ଷରୁ କଳାବିହାର କନ୍ଦରପୁର କାର୍ଯ୍ୟାଳୟରେ ବିଶିଷ୍ଟ ସମାଜସେବୀ ତଥା କଟକ ସଦର ଆୟତପୁର ପଞ୍ଚାୟତର ବିଜେଡ଼ି ସଭାପତି ରୋହିତ କୁମାର ଜେନାଙ୍କ ଏକାଦଶାହରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ଚାରଣ ସଭାରେ ସଂପାଦକ ଅଶୋକ କୁମାର  ପଟ୍ଟନାୟକ,ସଭାପତି ପ୍ରତିଭା ଶତପଥୀ, ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ,ଦୈତାରୀ ପ୍ରଧାନ,ପ୍ରଦୀପ୍ତ ମହାଳି, ଅଭିରାମ ସାହୁ,ଶ୍ରୀଧର ସ୍ୱାଇଁ,ଅକ୍ଷୟ କୁମାର ଓଝା,ପପିନା ବେହେରା,ପ୍ରୀୟଂଶି ସାହୁ,ସୋନାଲି ପଣ୍ଡା,ସୁହାନି ସାହୁ, ଅର୍ପିତା ରାଉତ,ସୁଭରେଖା ଭୋଇ, ସହନି ସାହୁ ଏବଂ ଛାତ୍ରଛାତ୍ରୀ, କାର୍ଯ୍ୟକର୍ତ୍ତା ପ୍ରମୁଖ  ଉପସ୍ଥିତଥିଲେ ।

Related Posts

About The Author

Add Comment