କଟକ, ୦୮/୦୯/୨୦୨୧ (ସନ୍ଧାନ ନିଉଜ) – କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ କଟକ ସଦର ଉପକଣ୍ଠ କନ୍ଦରପୁର ସୋସାଇଟିରେ ଏକ ଆଲୋଚନା ଚକ୍ର ଓ ଗୁରୁ ମାନଙ୍କୁ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ସଭାପତି ସ୍ତମ୍ବକାର ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ବାନ କ୍ରମେ ପୂଜ୍ୟ ଗୁରୁବର ବିକ୍ରମ କେଶରୀ ନନ୍ଦ,ଉଲ୍ଲାସ କୁମାରୀ ଦେଇ,ବିଜୟ କୁମାର ରାଉତରାୟ,କୈଳାସ ଚନ୍ଦ୍ର ମହାରଣା,ପଣ୍ଡିତ କୃଷ୍ଣଚନ୍ଦ୍ର ତ୍ରିପାଠୀ,ଚୈତନ୍ୟ ରାଉତ,ନିକୁଞ୍ଜ କିଶୋର ପାଣିଗ୍ରାହୀ,ପୂର୍ଣଚନ୍ଦ୍ର ସ୍ବାଇଁ,ଅଲେଖ ଚନ୍ଦ୍ର ବେଉରା,ଶରତ୍ ଚନ୍ଦ୍ର ଦାଶ୍,ଉମାକାନ୍ତ ବେହେରା,ମହାଦେବ ମହାରଣା,ଶ୍ରୀମତୀ ମଞ୍ଜୁଳା ଓଝା,ରବି ନାରାୟଣ ଦାଶ,ବାବାଜୀ ଚରଣ ବେହେରା,ସ୍ନିଗ୍ଧାରାଣୀ ସିହ୍ନା, ବିଷ୍ଣୁ ଚରଣ ଦଳାଇ,ବଂଶୀଧର ମହାଳୀ,ଉଦୟ ନାଥ ସାହୁ ପ୍ରମୁଖ ସମ୍ବର୍ଦ୍ଧିତ ହୋଇଥିଲା ବେଳେ କାର୍ଯ୍ୟକର୍ତ୍ତା ସନ୍ତୋଷ କୁମାର ଭୋଇ,ନିରଞ୍ଜନ ରାଉଳ,ସଞ୍ଜୟ ସାହୁ,ଲକ୍ଷ୍ମୀଧର ଜେନା ଆଦି ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତଥିଲେ ।
ସଦର ମାଟିରେ ଶିକ୍ଷାଦାନ ସେବାରେ ଆମ ଗୁରୁବର ମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ : ସଭାପତି ସ୍ତମ୍ବକାର ଇଂ. ପ୍ରକାଶ ଚନ୍ଦ୍ର
|
September 8, 2021 |