ସତ୍ୟସାଇ କ୍ରିକେଟ ଆନୁକୁଲ୍ୟରେ ଚାଲୁଥିବା 42 କ୍ରିକେଟ ଟୁର୍ଣାମେଣ୍ଟର ଉଦ୍ଜାପନି ଦିବସ ଅନୁଷ୍ଟିତ

Spread the love

ଯାଜପୁର ସଦର : ୨୯/ ୧୨/୨୫  (ସନ୍ଧାନ ନ୍ୟୁଜ )  ଯାଜପୁର ବ୍ଲକ ଝାଲପଡା ପଂଚାୟତ କାକୁଡିକୁଦ-ନିଳକଣ୍ଠପୁର ଗ୍ରାମ ସତ୍ୟସାଇ ଖେଳ ପଡିଆରେ ଚାଲିଥିବା ୪୨ ତମ ରାଜ୍ୟ ସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା ଆଜି ଉଦ୍ୟାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ କେନ୍ଦ୍ରାପଡାକୁ ହରାଇ ଭୂବନେଶ୍ୱର ଚମ୍ପିଅନ ହୋଇଛି । ଇନ୍ଦୁପୁର କ୍ରିକେଟ ଟିମ କେନ୍ଦ୍ରାପଡା ପ୍ରଥମେ ବ୍ୟାଟିଂ କରି ୨୫ ଓଭରରେ ସମସ୍ତ ଉଇକେଟ୍ ହରାଇ ୧୬୭ ରନ ସଂଗ୍ରହ କରିଥ୍ôଲା । ଦଳ ପକ୍ଷରୁ ଗୈାରବ ଚୈାଧୁରି ୫୨ ଓ ଅମନ ନବାବ ୩୦ ରନ କରିଥ୍ôଲେ । ବିପକ୍ଷ ଦଳର ବୋଲର ସତ୍ୟକାନ୍ତ ଭରଦ୍ୱାଜ ୩ ଓ ଅଙ୍କିତ ସିଂ ୨ ଉଇକେଟ୍ ନେଇଥ୍ôଲେ । ଏହାର ଜବାବରେ ସାଇ ଇଲେଭେନ କ୍ରିକେଟ କ୍ଲବ ଭୂବନେଶ୍ୱର ୨୦ ଓଭରରେ ୬ ଉଇକେଟ୍ ହରାଇ ଆବଶ୍ୟକ ରନ କରି ବିଜୟଲାଭ କରିଥ୍ôଲା । ଦଳ ପକ୍ଷରୁ ସତ୍ୟକାନ୍ତ ଭରଦ୍ୱାଜ ୬୦ ଓ ଏମ ପ୍ରଶାନ୍ତ ୪୧  ରନ କରିଥ୍ôଲେ । ଏହି ଅବସରରେ ସତ୍ୟସାଇ କ୍ରିକେଟ କ୍ଲବର ସଭାପତି ପ୍ରିୟନାଥ ରାଉତଙ୍କ ସଭାପତିତ୍ୱରେ ପୁରସ୍କାର ବିତରଣ ସଭାର ଆୟୋଜନ କରାଯାଇଥିଲା । ସଭାରେ ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ ମୁଖ୍ୟ ଅତିଥ୍ôଭାବେ ଯୋଗ ଦେଇଥ୍ôବା ବେଳେ ଝାଲପଡା ସରପଂଚ ଭାରତୀ ମଲ୍ଲିକ,ସମିତିସଭ୍ୟ ନିର୍ମଳ କୁମାର ସାମଲ,ଏଲଆଇସି ଡିଇଓ କାମାକ୍ଷା ପ୍ରଶାଦ ସାହୁ,ଅବସରପ୍ରାପ୍ତ ଅଧ୍ୟାପକ ଅଜୟ କୂମାର ସାହୁ ସମ୍ମାନିତ ଅତିଥ୍ô ଭାବେ ଯୋଗ ଦେଇ ଦୁଇ ଦଳର ଅଧ୍ôନାୟକଙ୍କୁ ଟ୍ରଫି ପ୍ରଦାନ କରିଥ୍ôଲେ । ବିଜୟୀ ଦଳର ସତ୍ୟକାନ୍ତ ଭରଦ୍ୱାଜଙ୍କୁ ମେନ୍ ଅଫ ଦି ମ୍ୟାଚ୍ ଭାବେ ପୁରସ୍କାର ପ୍ରଦାନ କରାଯାଇଥ୍ôବା ବେଳେ ଅପର ଦଳର ଏମଡି ଅହମଦଙ୍କୁ ମ୍ୟାନ ଅଫ ଦି ଶିରିଜ ଭାବେ ପୁରସ୍କୃତ କରାଯାଇଥ୍ôଲା । ଆଜିର ଖେଳକୁ ଅମ୍ପେୟାର ଶ୍ରଦ୍ଧା ସୁମନ ସାହୁ ଓ ପ୍ରଭାତ ଜେନା ପରିଚାଳନା କରିଥ୍ôଲେ । ସ୍କୋରର ଭାବେ ରୋସନ ସାହୁଓ ସୁମନ ରାଉତ ସହଯୋଗ କରିଥ୍ôବା ବେଳେ ସରୋଜ ପଟନାୟକ,ଇମ୍ରାନ ଖାନ ଓ ଅରୁଣ କୁମାର ପତି ଭାସ୍ୟକର

Related Posts

About The Author

Add Comment