ବାରିପଦା ୧୭/୦୬ (ସନ୍ଧାନ ନିଉଜ) ମୟୁରଭଞ୍ଜ ଜ୍ଲିଲା ରାଇରଙ୍ଗପୁର ଗ୍ରାମ ଥାନା ଗୁଟୁକା ବାଦି କ୍ୱରେନଟାଇନ ରେ ଜଣେ ଯୁବତୀଙ୍କ ଅଗଚୋରରେ ଆପତି ଜନକ ଫଟୋ ଉତଳନ କରିବା ସହ ବ୍ଲାକ୍ମେଲଂ କରିବା ଅଭିଯୋଗରେ ପୋଲିସ ଏ ନେଇ କେସ୍ ନଂ (୭୨/୨୦) ମାମଲା ରୁଜୁ କରି ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ପୋଲିସ ସୂଚନା ଅନୁଯାଇ ଗତ କଏ ତାରିଖ ରାତିରେ ପିଡିତା ଯୁବତୀ ଜଣଙ୍କ ଟି.ଏନ.ସି ରେ ରହିଥୀଲେ । ସେହି ରାତିରେ ଯୁବତୀ ଜଣଙ୍କ ଶୋଇଥୀବା ବେଳେ ଏହାର ସୁଯୋଗ ନେଇ ସେଠାରେ ରହୁଥୀବା ରାଜସ୍ଥାନ ଫେରନ୍ତା ଯୁବକ ସଞ୍ଜୀବ କୁମାର ପାତ୍ର ଝରକା ପଟେ ମୋବାଇଲରେ ତାଙ୍କ ଫଟୋ ଉଠାଇଥୀଲେ ୩ ତାରିଖରେ ସଞ୍ଜୀବ ସମ୍ପୃକ୍ତ ଯୁବତୀଙ୍କୁ ଉକ୍ତ ଫଟୋ ଦେଖାଇ ତାଙ୍କ ସହ ଶାରୀରିକ ସର୍ମ୍ପକ ରଖୀବା ପାଇଁ କହିଥୀଲେ । ଯଦି ତାଙ୍କ କଥାରେ ରାଜି ନ ହୁଅନ୍ତି ତେବେ ଫଟୋ ସୋସିିଆଲ ମିଡିଆରେ ଭାଇରାଲ୍ କରିଦେବାର ଧମକ ଦେଇଥୀଲେ ଯୁବତୀ ଜଣଙ୍କ ପ୍ରଥମେ ଏହି ଘଟଣାରେ ନୀରବ ରହିଲେ ପରେ ଏନେଇ ନୋଡାଇ ଅଫିସର , ବିଡିଓ , ତସିଲଦାର , କେନ୍ଦ୍ର ଦାୟିତ୍ୱରେ ଥୀବା ସରପଞ୍ଚଙ୍କୁ ଜଣାଇଲେ । ପ୍ରଶାସନ ଘଟଣାର ଅନୁସଧାନ କରିବା ସହ ଯୁବତୀ ଜଣକ ୧୫ତାରିଖରେ ଥାନାରେ ଅଭିଯୋଗ କରିଥୀଲେ । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା
ତାଜା ଖବର
- କେନ୍ଦ୍ରୀୟ ବିଦ୍ୟାଳୟ ୧ ସମ୍ବଲପୁର ରେ କ୍ରିକେଟ ପ୍ରତିଯୋଗିତା
- ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ବଳିଦାନ ଦିବସ ପାଳିତ
- ସମ୍ବଲପୁରରେ ସ୍ଥାପନା ହେଲା ଡଫ୍ଲର ପାଣିପାଗ ରାଡାର
- ଜମନକିରା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ମହୋତ୍ସବ ଅନୁଷ୍ଠିତ
- ନୂଆବର୍ଷରୁ ପ୍ରତିମାସ ମିଳିବ ରାସନ ସାମଗ୍ରୀ
- ଆମ ପ୍ରାଚୀନ ସଭ୍ୟତାକୁ ଚିହ୍ନିବା ଆବଶ୍ୟକ, ଭାତର ବିଶ୍ୱକୁ ଦିଗଦର୍ଶନ ଦେବ ତାହା ଆଗମୀ ପିଢ଼ୀ ମାନଙ୍କ ପାଇଁ ସମ୍ଭବ ହେବ: ସାଂସଦ ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା; ଡି.ୟୁ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ
- କଲାଣ୍ଡରେ ଉଦଯାପିତ ହେଲା ୪୬ତମ ଗଜଉଦ୍ଧାହରଣ ପୁଜା ମହୋଉତ୍ସବ
- ଖାଲି ଫ୍ଲାଟକୁ ୧.୮୫ କୋଟି ଟଙ୍କାରେ ବିକି ବୃଦ୍ଧାଙ୍କ ସମେତ ତିନି ଗିରଫ
- ଅବପାତରେ ପରିଣତ ହେଲା ଲଘୁଚାପ, ୪ ଜିଲ୍ଲାରେ ପ୍ରବଳ ବର୍ଷା
- ଆଜି ସବୁଠାରୁ ଛୋଟ ଦିନ, ରାତି ହେବ ଲମ୍ବା