ରାଉରକେଲା, ୧୯/୦୪ (ସନ୍ଧାନ ନିଉଜ): ଷ୍ଟିଲସିଟିର ପରିବା ବଜାରରେ ଉତ୍ତେଜନା। ଇସ୍ପାତ କାରଖାନାର ଲ୍ୟାଣ୍ଡ ଗାର୍ଡ ଏବଂ ପରିବା ବିକାଳୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି ।ପରିବା ବିକାଳୀମାନେ ସେଠାରେ ବସି ପରିବା ବିକୁଥିବା ସମୟରେ ଇସ୍ପାତ କାରଖାନା ଲ୍ୟାଣ୍ଡ ଗାର୍ଡମାନେ ଆସି ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ କହିଥିଲେ । ମାତ୍ର ପରିବା ଦୋକାନୀମାନେ ସେଠାରୁ ନଯିବାକୁ ଜିଦ ଧରିଥିବା ବେଳେ ଆରଏସପି କର୍ତ୍ତୃପକ୍ଷ ମଧ୍ୟ ନିଜ ଜିଦରେ ଅଟଳ ଅଛନ୍ତି
ଷ୍ଟିଲସିଟିର ପରିବା ବଜାରରେ ଉତ୍ତେଜନା
|
April 19, 2020 |



