ପୁରୀ, ୦୮.୦୨.୨୦୨୧(ସନ୍ଧାନ ନିଉଜ୍):- ପୁରୀ, ପୁରୀ ସେକ୍ସ ରାକେଟ୍ ଠାବ। ପୁରୀ ବଡ ଦାଣ୍ଡସ୍ଥିତ ବଳଗଣ୍ଡି ଛକରେ ଥିବା ଶ୍ରୀକ୍ଷେତ୍ର ଲଜ୍ରେ ଚଢ଼ାଉ କରିଛି ପୋଲିସ। ଏହି ଲଜ୍ରେ ଦୀର୍ଘଦି ହେବ ଦେହ ବ୍ୟବସାୟ ଚାଲୁଥିବାର ଅଭିଯୋଗ ରହିଛି। ଏ ସଂପର୍କରେ ପୋଲିସ ଖବର ପାଇବା ପରେ ଅତର୍କିତ ଭାବେ ଲଜରେ ଚଢ଼ାଉ କରିଛି। ୨ ଜଣ ଯୁବତୀ ଏବଂ ଜଣେ ଯୁବକକୁ ପୋଲିସ ଗିରଫ କରିଛି।
ଶ୍ରୀକ୍ଷେତ୍ର ଲଜ୍ରେ ଚାଲିଥିଲା ସେକ୍ସ ରାକେଟ୍
|
February 8, 2021 |
