ଶ୍ରାବଣ ମାସ ବୋଲବମ ଭକ୍ତଙ୍କ ଆଗମନ

Spread the love

ବୈପାରିଗୁଡା,୨୨/୭ (ସନ୍ଧାନ ନିୟୁଜ ) – ଶ୍ରାବଣ ମାସର ପ୍ରଥମ ସୋମବାର ଆଜି ଅରମ୍ଭ ହେଉଥିବା ବେଳେ ଆଜି ଠାରୁ ବୋଲବମ ଭକ୍ତ କାନ୍ଧରେ ପାଣିଭାର ନେଇ ଗୁପ୍ତେଶ୍ବର ପୀଠକୁ ଯାଉଥିବାର ଦେଖିବାକୁ ମିଳିଛି ।ତେବେ ସକାଳୁ ସକାଳୁ ଛୋଟ ବଡ ସହ ମହିଳା ମାନେ ମଧ୍ୟ ବୋଲବମ ଧ୍ବନି ଦେଇ ଖାଲି ପାଦରେ ଗୁପ୍ତେଶ୍ବର ପୀଠକୁ ଚାଲିଚାଲି ଯାଉଥିବାର ଜଣାପଡିଛି ।ପ୍ରଥମ ପାଳି ଆଜି ପଡୁଥିବାରୁ ଭକ୍ତ ସଂଖ୍ୟା କମ ରହିଥିଲେ ମଧ୍ୟ ଜନସାଧାରଣ ମାନେ ମଧ୍ୟ ବହୁମାତ୍ରାରେ ଯାଇ ଦର୍ଶନ କରୁଛନ୍ତି ବାବା ଗୁପ୍ତେଶ୍ବରଙ୍କୁ ।

ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment