ଶକ୍ତିକାନ୍ତ ଦାସ ହେଲେ ରିଜର୍ଭ ବ୍ୟାଙ୍କ୍‌ର ନୂଆ ଗଭର୍ଣ୍ଣର

Spread the love

ନୂଆଦିଲ୍ଲୀ, ୧୧/୧୨ (ସନ୍ଧାନ ନିୟୁଜ)  ; ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର ପଦରୁ ଉର୍ଜିତ ପଟେଲ ଇସ୍ତଫା ଦେବା ପରେ ରିଜର୍ଭ ବ୍ୟାଙ୍କର ନୂତନ ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାସଙ୍କୁ କେନ୍ଦ୍ର ସରକାର ଆଜି ସନ୍ଧ୍ୟାରେ ନିଯୁକ୍ତି ଦେଇଛନ୍ତି। ଆସନ୍ତା ବର୍ଷ ସେପ୍ଟେମ୍ବରରେ ଉର୍ଜିତ ପଟେଲଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ  ଇସ୍ତଫା ଦେବା ପରେ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର ପଦବୀ ଖାଲି ପଡ଼ିଥିଲା।

Related Posts

About The Author

Add Comment