ଲୋକସଭାରେ ପାରିତ ହେଲା ତିନି ତଲାକ ବିଲ୍

Spread the love

ନୂଆଦିଲ୍ଲୀ ୨୫/୭ (ସନ୍ଧାନ ନିୟୁଜ) ଲୋକସଭାରେ ବହୁ ହଙ୍ଗାମା ମଧ୍ୟରେ ତିନି ତଲାକ ବିଲ୍ ପାରିତ ହୋଇଯାଇଛି। ଏହି ବିଲ୍ ସପକ୍ଷରେ ୩୦୩ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୮୨ଟି ମତ ପଡ଼ିଥିଲା। ଏହି ବିଲ୍ ବିରୁଦ୍ଧରେ ତୃଣମୂଳ କଂଗ୍ରେସର ସାଂସଦ ମାନେ ୱାକଆଉଟ୍ କରିଥିଲେ। ଲୋକସଭାରେ ରବିଶଙ୍କର ପ୍ରସାଦ କହିଲେଯେ, ସୁପ୍ରିମ୍ କୋର୍ଟଙ୍କ ରାୟ ପରେ ଲାଗୁଥିଲା କି ଏହିପରି ମାମଲା ରୋକିବ କିନ୍ତୁ ଏହିପରି ହେଲା ନାହିଁ, କୋର୍ଟଙ୍କ ଫଇସଲା ପରେ ୫୭୪ ମାମଲା ଆସିଲା। ରବିଶଙ୍କର କହିଲେ ୨୦ଟି ମୁସଲିମ୍ ଦେଶରେ ତିନି ତଲାକ ଉପରେ ଆଇନ୍ ପ୍ରଣୟନ ହୋଇଛି କିନ୍ତୁ ଆମ ଦେଶରେ କାହିଁକି ହୋଇପାରିବ ନାହିଁ।

Related Posts

About The Author

Add Comment