ସୁନ୍ଦରଗଡ: ୧୪/୬/୨୦୨୧ (ସନ୍ଧାନ ନିଉଜ/ ରାଜୁ ପଟେଲ ) କରୋନାର ଦ୍ଵିତୀୟ ଲହରରେ ଲକଡାଉନ ଅସୁବିଧାରେ ଥିବା ସମସ୍ତ ଅଂଚଳ ବାସୀ ଙ୍କୁ ଶୁଖିଲା ଖାଦ୍ୟ ଯୋଗାଇବା ତଥା ପାଣି ପାଉ ନ ଥିବା ଅଞ୍ଚଳରେ ପାଣି ଯୋଗେଇ ଦେବାରେ ଚଳିତ ଦିନ ପର୍ଯ୍ୟନ୍ତ ସହଯୋଗର ହାତ ବଢ଼ିଛନ୍ତି ସଦର ବିଧାୟିକା କୁସୁମ ଟେଟେ । କରୋନା ବ୍ୟତୀତ ଅନ୍ୟ କୌଣସି ପ୍ରକାର ସହାୟତା ର ଅସୁବିଧା ପାଇଁ ସବୁଦିନ ତତ୍ପର ବୋଲି ବିଧାୟିକା କହିଛନ୍ତି । ଆଗାମୀ ଦିନରେ କୌଣସି ପ୍ରକାର ସହଯୋଗ ପାଇଁ ମୋତେ ସିଧା ସଳଖ ଯୋଗାଯୋଗ କରନ୍ତୁ ବୋଲି ବିଧାୟିକା ଅନୁରୋଧ କରିଛନ୍ତି। ବିଗତ ମାସେ ରୁ ଦେଢ଼ ମାସ ହେବ ସୁନ୍ଦରଗଡ ରେ ବିଧାୟିକାଙ୍କ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସୂଚନା ମିଳିଛି ।
ଲୋକଙ୍କ ଅସୁବିଧାର ସାଥି – ସଦର ବିଧାୟିକା କୁସୁମ ଟେଟେ
|
June 15, 2021 |
![](https://sandhannews.com/wp-content/uploads/2021/06/IMG_20210614_143511.jpg)