‘ଲକ୍‌ଡାଉନ୍ ଶେଷ ହେବା ବେଳକୁ କରୋନାର ପ୍ରଭାବ କମିଯାଇଥିବ !

Spread the love

ଦିଲ୍ଲୀ, ୨୭/୦୩ (ସନ୍ଧାନ ନିୟୁଜ): ୨୧ ଦିନର ଲକ୍‌ଡାଉନ୍ ଶେଷ ହେବା ବେଳକୁ କରୋନାର ପ୍ରଭାବ କମିଯାଇପାରେ। ଏହାର କାରଣ ଗ୍ରୀଷ୍ନ ପ୍ରବାହ ବୋଲି ମତ ରଖିଛନ୍ତି ଦେଶର ପ୍ରମୁଖ ମାଇକ୍ରୋ ବାୟୋଲୋଜିଷ୍ଟମାନେ। ଏପ୍ରିଲ୍ ଶେଷ ସୁଦ୍ଧା ତାପମାତ୍ରା ବୃଦ୍ଧି ପାଇସାରିଥିବ। ଏହି ସମୟରେ କରୋନା ପ୍ରଭାବହୀନ ହେବ ବୋଲି ଆସୋସିଏସନ୍ ଅଫ୍ ମାଇକ୍ରୋ ବାୟୋଲୋଜିଷ୍ଟ୍ ସଂଗଠନ ପ୍ରମୁଖ ପ୍ରଫେସର ଜେଏସ୍ ବିର୍ଡି କହିଛନ୍ତି। ବିଶ୍ୱର ଅନ୍ୟ ମାଇକ୍ରୋ ବାୟୋଲୋଜିଷ୍ଟମାନେ ଶୀତ ଋତୁରେ ଏହି ଭାଇରସ ଅଧିକ ପ୍ରଭାବ ଦେଖାଇଥାଏ ବୋଲି ସେ କହିଛନ୍ତି।ଡିସେମ୍ବରରୁ ଏପ୍ରିଲ ମଧ୍ୟରେ କରୋନା ଭାଇରସ୍ ଅଧିକ ପ୍ରଭାବ ଦେଖାଇବ। ହେଲେ ଜୁନ୍ ବେଳକୁ ଏହା ପ୍ରବାହହୀନ ହେବ ବୋଲି ଭାଇରୋଲୋଜିଷ୍ଟ ମାନେ କହିଛନ୍ତି

Related Posts

About The Author

Add Comment