ଧର୍ମଶାଳା, (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ ଅନ୍ତର୍ଗତ କଦଳା ହରିଦାସପୁର ସ୍ୱପ୍ନେଶ୍ୱର ମନ୍ଦିର ପରିସରରେ ମା ଲକ୍ଷ୍ମୀ ଏବଂ ମା ବିମଳାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବା ଆରମ୍ଭ ହୋଇଛି । ଆଜି ସକଳା ସମୟରୁ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ନିକଟସ୍ଥ ପୋଖରୀରୁ କଳସଶୋଭାଯାତ୍ରାରେ ଆସି ମନ୍ଦିର ପ୍ରାଙ୍ଗଣରେ ପଂହଚିବା ପରେ ଯଂଗ୍ୟ ପାଇଁ କାର୍ଯ୍ୟର ଶୁଭରାମ୍ଭ କରାଯାଇଥିଲା ।