ଲକଡାଉନକୁ ଆହୁରି କଡାକଡି କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

Spread the love
ଭୁବନେଶ୍ୱର, ୩୦ /୦୩ (ସନ୍ଧାନ ନିୟୁଜ) ଲକଡାଉନକୁ କଡାକଡି ଭାବେ ଲାଗୁ କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ । ଲକଡାଉନ ସମୟରେ ଲୋକମାନେ ଗାଁ ମୁହାଁ ହେଉଥିବା ଖବର ସାମନାକୁ ଆସିବା ପରେ ସମସ୍ତ ରାଜ୍ୟ ଓ ଜିଲ୍ଲା ସେମାନଙ୍କ ସୀମାକୁ ସିଲ୍ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । କେନ୍ଦ୍ର ପକ୍ଷରୁ କୁହାଯାଇଛି ଏହି ସମୟରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବା ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଲୋକ ଯାଇପାରିବେ ନାହିଁ । ଜାତୀୟ ରାଜପଥ ଉପରେ କୌଣସି ପ୍ରକାର ଯାତାୟତ ନହେବା ଆବଶ୍ୟକ । ରାସ୍ତାରେ କେବଳ ମାଲ ପରିବହନ କରୁଥିବା ଗାଡି ଯାତାୟତ କରିବ ।

Related Posts

About The Author

Add Comment