ରାସ୍ତା ମରାମତି ପାଇଁ ରାସ୍ତାରୋକ

Spread the love

ମାଣତ୍ରୀ 24.11.2020 (ଲିଙ୍ଗରାଜ ପଣ୍ଡା):ମାଣତ୍ରୀରୁ ବେତନଟୀ ଏକତ୍ରିତ ହୋଇ ବୁଢାବଳଙ୍ଗ ନଦୀ ସମ୍ମୁଖରେ ବାଉଁଶ ଥିବା ସୂଚନା ଫଳକରେ ଉଲ୍ଲେଖ ରହିଛି । ତେବେ କୋର୍ଟ ଛକ ପର୍ଯ୍ୟନ୍ତ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ବାଡ ଦେଇ ରାସ୍ତା ରୋକ କରିଥିଲେ । ଫଳରେ ରାସ୍ତା ନିର୍ମାଣରେ କାମ ଅତି ନିମ୍ନମାନର ହୋଇଥିବାରୁ ସଡ଼କ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଦୀର୍ଘ ୨ଘଣ୍ଟା ଧରି ରାସ୍ତାର ଉଭୟ ପାର୍ଶ୍ୱରେ ଲୋକ ରାସ୍ତାଟି ଅତି ଶୀଘ୍ର ଖରାପ ହୋଇଯାଇଛି । ଏନେଇ ରାସ୍ତାଟିରେ ପିଚୁ ଉଠି ଯାଇଛି । ସବୁ ସ୍ଥାନରେ ଖାଲ । ମାନେ ଗାଡି ସହିତ ଲୋକଙ୍କ ଯାତାୟତ ବନ୍ଦ ହୋଇ ଆରଡ଼ି ଏଡିଓ ରାଜେଶ ରାଉତଙ୍କ ପାଖରେ ଯାତାୟତରେ ସମସ୍ୟା ଦେଖାଦେଇଛି । ଏନେଇ ରହିଥିଲା । ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ । ବିଭାଗୀୟ ସ୍ଥାନୀୟ ଲୋକ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ । ସୂଚନା ଅନୁଯାୟୀ, ମାଣତ୍ରୀ-ବେତନଟୀ ଯାଏ ଅଧିକାରୀ ମାନେ ରାସ୍ତା କାର୍ଯ୍ୟ ନକରି ଚୁପ ରହିଥିଲେ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିଲା । ୧୨କିଲୋମିଟର ଉକ୍ତ ରାସ୍ତା କାମ ୨୦୧୭ଏପ୍ରିଲ । ଯାହା ଦ୍ଵାରା ଉକ୍ତ ରାସ୍ତାରେ ବାରମ୍ବାର ଲୋକ ରାସ୍ତାକୁ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ମାସରେ ଆରମ୍ଭ ହୋଇ ୨୦୧୮ ମାର୍ଚ୍ଚ ମାସରେ ଦୁର୍ଘଟଣାରେ ଶିକାର ହେଉଥିଲେ । ଆଜି ବାଧ୍ୟ ହୋଇ ପ୍ରକାଶ ପାଇ ଆସୁଥିଲେ ମଧ୍ୟ ଅଧିକାରୀ ମାନେ ଧାନ ଶେଷ ହୋଇଥିଲା । ଏଥିନିମନ୍ତେ ୪କୋଟି ଗ୍ରାମବାସୀ ପ୍ରଭାକର ମହାଳ୍ପିକ, କୁନୁ ପଣ୍ଡା, ବାପୁ ଦେଇନାହାନ୍ତି । ବାଧ୍ୟ ହୋଇ ଆଜି ସକାଳ ୧୧ଟାରେ ୨୩ଲକ୍ଷ ୯୦ହଜାର ୫୧୦ଟଙ୍କା ବ୍ୟୟବରାଦ ଦିବେଦୀ,ହେମନ୍ତ ମହାଲ୍ଲିକ, ଶୀବ ଶଙ୍କର ଅଁର, ସଂଜୟ ସେଠୀଙ୍କ ତତ୍ତ୍ଵାବଧାନରେ ସମ୍ମୁହ ଗ୍ରାମବାସୀ ହୋଇଥିଲା । ରାସ୍ତାର ନିର୍ଭରତା ଅବଧୁ ୫ବର୍ଷ ବନ ମହାନ୍ତି, ରାକେଶ ମିଶ୍ର, କଟି ମହାନ୍ତ ସହିତ ଅନେକ ଗ୍ରାମବାସୀ ଉପସ୍ଥିତି ରହି ରାସ୍ତା ରୋକ କରିଥିଲେ । ରାସ୍ତା ରୋକ ପରେ ବଡ଼ସାହି ପୁଲିସ ଓଆଇସି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ କରନ ଘଟଣା ସ୍ଥଳରେ ପହଁଚି ରାସ୍ତା ରୋକର ସମ୍ପୂର୍ଣ୍ଣ ତଥ୍ୟ ଉପରେ ଆଧାରକରି ତଦନ୍ତ କରିଥିଲେ । ଏବଂ ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ଅଭିଯୋଗକୁ କେନ୍ଦ୍ର କରି ଏସଡିଓଙ୍କୁ ଯୋଗାଯୋଗ କରିବା ପରେ ଏଡିଓ ଶ୍ରୀଯୁକ୍ତ ରାଉତ କନିଷ୍ଠ ଯନ୍ତ୍ରୀ ସର୍ବେଶ୍ୱର ପରିଡାଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ । ଶ୍ରୀଯୁକ୍ତ ପରିଡା ପହଁଟି ଦୁଇ ଦିନ ମଧ୍ୟରେ ରାସ୍ତା ମରାମତି ହେବାର । ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା ।

 

Related Posts

About The Author

Add Comment