ରାମୋକ୍ ହାତେଇଛି ବେଆଇନ୍ ଜମି ଏବଂ କ୍ରସର ପଦୃଷଣ ପ୍ରମାଣପତ୍ର, ଦେଖନ୍ତୁ ଭିଡିଓ

Spread the love

ଯାଜପୁର, (ସନ୍ଧାନ ନିୟୁଜ/ ମାନସ ରାଉତ)ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ହରିଦାସପୁର ମୌଜାରେ ବେଆଇନ୍ ଭାବେ ଗଢ଼ି ଉଠିଛି ରାମୋକ ସିମେଂଟ କାରଖାନା । ଏହି କାରଖାନାଟି ଜନବସତି ଭିତରେ ଥିଲେବି ଏଠାରେ କୌଣସି ଜନବସତି ନଥିବାର ସୂଚନା ଦିଆଯାଇ ପ୍ରମାଣପତ୍ର ହାତେଇଥିବା ଜଣାପଡିଛି । ଅନ୍ୟପଟରେ କ୍ରସର ଶିଳ୍ପ ସଂସ୍ଥାର କମ କ୍ଷମତା ବିଶିଷ୍ଠ ପଞ୍ଜିକରଣ କରି ଏଠାରେ ୧୦ହଜାରରୁ ଉର୍ଦ୍ଧ ମେଟିକ୍ର ଟନ୍ କ୍ଷମତା ବିଶିଷ୍ଠ ଉତ୍ପାଦକ ମେସିନ ବ୍ୟବହାର କରିଛି । ବେଆଇନ୍ ଭାବେ ଅନାବାଦି ଗୋଚର ଜମି ମଧ୍ୟ ହାତେଇ ନେଇ ପାଚେରୀ ନିର୍ମାଣ କରିଛି । କୌଣସି ଗ୍ରାମସଭା ନକରାଯା ଜନସାଧରଣଙ୍କ ଅଭିଯୋଗ ଗ୍ରହଣ କରାନାଯାଇ ତହସିଲଦାର ଦେଖାଇଛନ୍ତି ତାଙ୍କୁ ଅନୁକମ୍ପା । କିଛି ମୁଷ୍ଟିମୟକୁ ଧରି ଏଠାକାର ଜନସାଧରଙ୍କୁ ମାରିବାକୁ ଆସିଛି ରାମକୋ । ଏହା ଉପରେ ସାଧରଣ ଜନତା ଉଠାଇଛନ୍ତି ସ୍ୱର । ହେଲେ ସରକାର ଆଖି ବୁଜି ଦେଇଛନ୍ତି ପ୍ରଶୟ । ଦେଖନ୍ତୁ ଏ ରିପୋର୍ଟ

Related Posts

About The Author

Add Comment