ରାଜ ରାସ୍ତା ରେ ଜନସାଧାରଣ ହନ୍ତସନ୍ତ। ବିନା ଅନୁମତିରେ ବିରାଟକାୟ ମେସିନ ପରିବହନ

Spread the love

ଯାଜପୁର ୦୩/୦୩ (ସନ୍ଧାନ ନିୟୁଜ) ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଚଣ୍ଡିଖୋଲରୁ ଡୁବୁରି ୫୩ ନମ୍ବର ଜାତୀୟ ରାଜପଥରେ ଦୁଇଟି ବିରାଟକାୟ ମେସିନ ଟାଟା ଷ୍ଟିଲ କମ୍ପାନୀ କଳିଙ୍ଗନଗର କୁ, ଯାଉଥିଲା । ପାରାଦ୍ବୀପ ଠାରୁ ଡୁବୁରି ପଯ୍ୟନ୍ତ ଉକ୍ତ ସିଙ୍ଗିଲ ରୋଡରେ ସବୁବେଳେ ଟ୍ରକ , ଟଲର, ବସ, ହାଇ ଓ ଛୋଟ ବଡ ଗାଡି ଯିବା ଆସିବା କରନ୍ତି , ହେଲେ ଏପରି ବିପଦପୂର୍ଣ୍ଣ ଭାବେ ରାସ୍ତା ଅବରୋଧ କରି ଯାଉଥିବା ମେସିନକୁ କିଏ ଓ କିଭଳି ଅନୁମତି ଦେଲା ତାହା ପ୍ରଶ୍ନବାଚୀ ସୃଷ୍ଟି  କରିଛି । ସରକାର ଓ ଏନଏଚଆଇ  ବିଭାଗ ରାସ୍ତା ନିର୍ମାଣର ଗୁରୁତ୍ବ  ନଦେଇ ଜନସାଧାରଣଙ୍କୁ  ସମସ୍ୟାରେ ରଖିଥିଲା ବେଳେ ଏହି ବଡ ମେସିନ ଟାଟା କମ୍ପାନୀକୁ ଉକ୍ତ ରାସ୍ତାରେ ଯିବା ପାଇଁ କିପରି  ପରର୍ମ ସନ ମିଳୁଛି । ସ୍ଥାନୀୟ ପ୍ରଶାସନ ଓ ପୁଲିସ ସହ ଅନ୍ୟ ବିଭାଗର ପରମି ସନ ନଥାଇ  କେନ୍ଦ୍ରୀୟ ପରିବହନ ବିଭାଗ ରାସ୍ତା  ଟ୍ରାନ୍ତିପୋର୍ଟ ହାଇସେର ଦିଲ୍ଲୀର । ଏକ ପରମିସନ ପେପର ଯୋଗେ  ଏହି ମେସି ନକୁ ଟ୍ରାନ୍ତି ପୋର୍ଟ କରୁଥିବା ଜଣାପଡ଼ିଛି । ଟାଟାକୁ । ନେଉଥିବା ବଡ ବଡ ଟ୍ରଲର ୭୪  ଚକ ବିଶିଷ୍ଟ ଓଭର ଲୋଡ  ମେସିନ ଏହି ରାସ୍ତାରେ ଯାଉଥିଲା । ବେଳେ ଇଲେକ୍ତି ଲାଇନ କଟାଯିବା ସହ ଉକ୍ତ ରାଜପଥକୁ କଭର କରି ଯିବା ବେଳେ ଅନ୍ୟ ସମସ୍ତ ଗାଡି ଯାତାୟତରେ ଘୋର ସମସ୍ୟା ଦେଖାଯାଉଛି । ଏଣୁ, ସାଧାରଣ ଲୋକେ ଯିବାଆସିବା  ଲାଗି ସମସ୍ୟା ଦେଖାଦେଇଛି ।

Related Posts

About The Author

Add Comment