ରାଜ କୁମାର ବାର୍ଳା କୁକରିଡ଼ିହି ସରକାରୀ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ରୂପେ ନିର୍ଦ୍ୱନ୍ଦରେ ମନୋନୀତ

Spread the love

ସୁନ୍ଦରଗଡ ତା:୨୯/୧୦/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ) ସବଡେଗା ବ୍ଲକର କୁକରିଡ଼ିହି ସରକାରୀ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ପାଇଁ ଆଜି ମନୋନୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ସଭାରେଏହି ପଦ ପାଇଁ ୧୨ଜଣ ଥିବା ବେଳେ ଶ୍ରୀଯୁକ୍ତ ବାର୍ଳା ଙ୍କ ପୂର୍ବ
ଅନୁଭୂତି,କାର୍ଯ୍ୟରେ ସହନଶୀଳତା ଓ ଦକ୍ଷ କାର୍ଯ୍ୟପାଇଁ ତାଙ୍କୁ ନିର୍ଦ୍ୱନ୍ଦରେ ଅଧ୍ୟକ୍ଷ ପଦରେ ମନୋନୀତ କରିଛନ୍ତି । ଏହି ଅଧ୍ୟକ୍ଷ ପଦପାଇଁ ତିନି ତିନି
ଥର ନିର୍ଦ୍ୱନ୍ଦରେ ଏହି କୁକରିଡ଼ିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟିର ଅଧ୍ୟକ୍ଷ ପଦରେ ଅଳଙ୍କୃତ ହୋଇଛନ୍ତି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର ଓରାମ ଅଭିନନ୍ଦନ ଜଣାଇଛନ୍ତି ।

Related Posts

About The Author

Add Comment