ରାଜ୍ୟ ସ୍ତରୀୟ କବାଡି ଖେଳର ପ୍ରତିଯୋଗିତା ବିକାଶ ଭଵନରେ ଜିଲ୍ଲାପାକଙ୍କ ଦ୍ୱାରା ଉନ୍ମୋଚିତ

Spread the love

ସୁନ୍ଦରଗଡ ତା:୨୧/୧୦/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ) ଆସନ୍ତା ନଭେମ୍ବର ୨୬ ତାରିଖରୁ ୨୮ତାରିଖ ପର୍ଯ୍ୟନ୍ତ ୩ଦିନଧରି ରାଜ୍ୟସ୍ତରୀୟ ଜିଲ୍ଲା ଅନ୍ତ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହେବ । । ଏହି ଅନ୍ତଜିଲ୍ଲା କବାଡି ପ୍ରତିଯୋଗିତାରେ ପୁରୁଷ ବର୍ଗରୁ ୨୬ଟି ଓ ମହିଳା ବର୍ଗରୁ ୨୪ଟି ଟିମ ଅଂଶଗ୍ରହଣ କରିବେ । ଏହି ପ୍ରସଙ୍ଗରେ ଆଜି ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଜିଲ୍ଲା ବିକାଶ ଭନରେଟ୍ରଫିର ଉନ୍ମୋଚନ କରିଛନ୍ତି । ଖେଳାଳିଙ୍କୁ ଉତ୍ସାହିତ କରିବା ସହିତ ଏହି ଖେଳର ପ୍ରତିଭାକୁ ଦୃଷ୍ଟିକୁ ଆଣିବା ଏହାର ମୁଖ୍ୟ ଲକ୍ଷ୍ୟ ।ଏହା ଖେଳାଳି ମାନଙ୍କୁ ଆଗକୁ ବଢିବାର ଏକ ମାଧ୍ୟମ ପାଲଟିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ ଦେଇଛନ୍ତି ।

Related Posts

About The Author

Add Comment