ରାଜ୍ୟର ଗ୍ରୀନ ଜୋନରେ ବସ୍ ଚାଲିବ

Spread the love

ଭୁବନେଶ୍ୱର, ୦୪/୦୫ (ସନ୍ଧାନ ନିଉଜ): ରାଜ୍ୟର ଗ୍ରୀନ  ଅନୁଗୁଳ, ବରଗଡ଼, ବୌଦ୍ଧ, ସମ୍ବଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସୋନପୁର, କଟକ, ପୁରୀ ଜୋନରେ ବସ୍ ଚାଲିବ। ଏନେଇ ଆଜି ନୀତିଗତ ନିଷ୍ପତ୍ତି ନିଆଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଗାଇଡଲାଇନ୍ ଅନୁସାରେ ଗ୍ରୀନ ଜୋନରେ ଯାତ୍ରୀବାହୀ ବସ୍ ଚାଲିପାରିବ କହିଛନ୍ତି । ବସରେ ୫୦% ଯାତ୍ରୀଙ୍କୁ ନେଇ ବସ୍ ଚଳାଚଳ କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

 

Related Posts

About The Author

Add Comment