ରାଜସ୍ଥାନରୁ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ଅଭିଭାବକଙ୍କ ଦାବି

Spread the love
ରାଉରକେଲା, ୨୭/୦୪/୨୦ (ସନ୍ଧାନ ନିଉଜ) : ଲକଡାଉନ ପାଇଁ ରାଜ୍ୟର ଅନେକ ଛାତ୍ରଛାତ୍ରୀ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ଏହି ପରିପ୍ରେକ୍ଷିରେ ମେଡିକାଲ ତଥା ଇଜିନିରିଂ ପରୀକ୍ଷା ପାଇଁ ରାଜସ୍ଥାନର କୋଟାରେ ରାଉରକେଲାର 113 ତଥା ରାଜ୍ୟର ଏକ ହଜ଼ାରରୁ ଅଧିକ ଛାତ୍ରଛାତ୍ରୀ ଫସି ରହିଛନ୍ତି । ନିଜ ରାଜ୍ୟ ଓ ଘରକୁ ଫେରିବା ପାଇଁ ପିଲାମାନେ ଓ ବାପା ମାଆ ମାନେ ସମସ୍ତଙ୍କୁ ଅନୁରୋଧ କରି ସାରିଲେଣି । କିନ୍ତୁ ଛାତ୍ରଛାତ୍ରୀ ମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କିଛି କରୁନଥିବା ଅଭିଯୋଗ ହୋଇଛି । ଅଭିଭାବକ ମାନଙ୍କ କହିବାନୁଯାୟୀ, ବସ ଭଡା ସେମାନେ ଦେବା ପାଇଁ ରାଜି ଅଛନ୍ତି କେବଳ ଓଡିଶା ସରକାର ଅନୁମତି ଦରକାର । ଏନେଇ ସୋମବାର ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା ଜର୍ଜ ତିର୍କୀଙ୍କୁ ଦେଖା କରି ଅନୁରୋଧ କରିବା ପରେ, ଏନେଇ କିଛି ବନ୍ଦୋବସ୍ତ କରିବା ନେଇ ତିର୍କୀ କହିଛନ୍ତି

Related Posts

About The Author

Add Comment