ରାଜକନିକା ବିଡିଓ ନୁହେଁ ରାଜ୍ୟର ବଡ ଗୁଣ୍ଡା; କେନ୍ଦ୍ରାପଡରେ କଣ ବିରୋଧୀ ଦଳ ନାହାଁତି କି?

Spread the love

ଭୂବନେଶ୍ୱର/କେନ୍ଦ୍ରପଡା (ସନ୍ଧାନ ନିୟୁଜ) ଜଣେ ବିଡିଓ ସରକାରୀ ଅଧିକାରୀଙ୍କ ଏଭଳି କାର୍ଯ୍ୟ ଦେଖି ରାଜ୍ୟବାଚୀ ତାଜୁବ । ଏପରି ସ୍ଥଳେ ତାଙ୍କୁ ବିଡିଓ ନୁହେଁ ରାଜ୍ୟର ବଡ ଗୁଣ୍ଡା ବୋଲି ସମ୍ବୋଧନ କରାଗଲାଣି । ଗତକାଲି କେନ୍ଦ୍ରପଡାର ରାଜକନିକା ବିଡିଓ ଶୁଭଦର୍ଶି ଜେଶି । ନିଜକୁ ବିକାଶ କରିବା ନିଜ ପଂଚାୟତ ସମିତି ଅଂଚଳର ବିକାଶ କରିବା ବଦଳରେ ହାତରେ ଫାଇପ ଧରି ବାଡେଇବାକୁ ପଛଉନାହାନ୍ତି । ଏଭଳି ସଙ୍ଗାତିକ ଅଭିଯୋଗ ହେବା ସହିତ ତାଙ୍କ ନାମରେ ଏକ ଏତଲା ଦିଆଯାଇଛି । ଘଟଣା ମୁତାବକ ରାଜକନିକ ଅଂଚଳର ଜଣେ ଭିକାରୁଣୀ କରୋନା ପାଇଁ ମୁଖ୍ୟମନ୍ତ୍ରୀୀଙ୍କ ରିଲିଫ ପାଣ୍ଠିଙ୍କୁ ୫ହାଜର ଟଙ୍କା ଦାନ ଦେଇଥିଲେ । କିନ୍ତୁ ମହାଶୟ ତାଙ୍କୁ ତୁରନ୍ତ ଯେଉଁ ରସିଦ ଦେବା କଥା ଦେଇନଥିଲେ । ଏହି ଖବରକୁ ସେଠାରେ ଏକ ଖବର ପ୍ରକାଶ କରାଯାଇଥିଲା । ଏତିକିରେ ବିଡିଓ ଶ୍ରୀ ଜେଶି ଗୁଣ୍ଡା କେନ୍ଦ୍ରପଡା ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦକ ନିଳାଦ୍ରି ଭୂଷଣ ତ୍ରୀପାଠୀ ଏବଂ ପ୍ରଶାନ୍ତ ନାୟକଙ୍କୁ ତାଙ୍କୁ ନିଜର ଅଫିସକୁ ଡାକି ନିର୍ଧୁମ ବାଡେବାଇବା ସହିତ ଜିବନରୁ ମାରି ଦେବାକୁ ପ୍ରଚେଷ୍ଠା କରିବା ସହିତ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି । ଏଭଳି କାରନାମରେ ତାଙ୍କୁ ବିଡିଓ କରାଗଲା କିପରି ତାହାର ତର୍ଜମା ହେବା ଆବଶ୍ୟକ । ଆଉ ସିଏ କାଳେ ସାମ୍ବାଦକ ମାନଙ୍କ ବୋପା । ଏଭଳି ବିଡିଓଙ୍କୁ ତୁରନ୍ତ ବହିଷ୍କାର କରିବା ସହିତ ଗିରଫ କରିବାକୁ ଦାବି କରାଯାଇଛି ।

ସେହିଭଳି ଏହାାର ପ୍ରତିବାଦରେ ମଧ୍ୟ ଯାଜପୁର ଜିଲ୍ଲାରେ ବହୁ ସାମ୍ବାଦିକ ମାନେ ଘଟଣାକୁ ନିନ୍ଦା କରି ତୁରନ୍ତ ତାଙ୍କର ଗିରଫ ଦାବି କରିଛନ୍ତି । ଯାଜୁପର ଜିଲ୍ଲାର ସାମ୍ବାଦିକ ସନ୍ତୋଷ ରାଉତ, ସଂଜୟ ମିଶ୍ର, ତ୍ରିଲୋଚନ ପାଣି, ମାନସ ରଂଜନ ଜେନା, ଅନିଲ କୁମାର ନାୟକ, ଦେବବତ୍ର ଦେବତା, ପ୍ରମୋଦ ଜେନା, ବସନ୍ତ ନାୟକ, ପ୍ରଶାନ୍ତ ସାମଲ, ବିମଲ ବେହେରା, ବିଶ୍ୱଜିତ ପରିଡା, ଗୋପିନାଥ ଜେନା, ଶଙ୍କର ପ୍ରତାପ, ବିଶ୍ୱଜିତ ନାୟକ, ଭାରତ ଭୂଷଣ ପଣ୍ଡା, ଶରତ ପୋତାଳ, ପରମେଶ୍ୱର ବେହୁରିଆ, ତପନ ମହାନ୍ତି ସମେତ ବହୁ ସାମ୍ବାଦିକ ମାନେ ନିନ୍ଦା କରିଛନ୍ତି ।

Related Posts

About The Author

Add Comment