ତିହିଡ଼ି, 25.11.2020 (ଲିଙ୍ଗରାଜ ପଣ୍ଡା): ଭଦ୍ରକ ଜିଲ୍ଲାର ୪ଟି କରାଯିବ । ପରବର୍ତ୍ତୀ ୫ କିଲୋମିଟର ରାସ୍ତା ବ୍ଲକରେ ୯୧ ଟି ପଞ୍ଚାୟତର ୨୪୯୮ କିଲୋମିଟର ଚାନ୍ଦବାଲି ନଦୀ ଘାଟରୁ ନୟାହାଟ ରିଫାଇନ କେନ୍ଦ୍ର ରାସ୍ତାରେ ପାଇପ ବିଛା ଜୋରଦାର ଚାଲିଛି ।ଯାଏ ମୁଖ୍ୟ ପାଇପ୍ ବିଛାଯିବ । ଅନ୍ୟପକ୍ଷରେ ୨୪ ଯେମିତି ହେଲେ ୨୦୨୨ ଶେଷ ବେଳକୁ ଘରକୁଘଣ୍ଟା ମିଠା ପାଣି ଘରକୁ ଘର ପହଞ୍ଚାଇବା ପାଇଁ ଘର ପାଣି ଟାପରେ ପହଞ୍ଚିବ । ରାଜନୈତିକଭଦ୍ରକ ଜିଲ୍ଲାର ୪ ଟି ବ୍ଳକର ୯୧ ଟି ପଞ୍ଚାୟତରେ ଚକ୍ରବ୍ୟୁହରେ ଫସି ଯାଇଛି ଏହି ମେଗା ପାଇପ୯୮ ଟି ଓଭରହେଡ୍ ବ୍ୟାଙ୍କ ନିର୍ମାଣ ହେଉଛି । ପାଣି ପ୍ରକଳ୍ପ । ବୈତରଣୀ ନଦୀ ବର୍ଷକ ୧୨ ମାସ ଖରସ୍ରୋତା ନଦୀରୁ ପାଣି ନ ଛାଡିବାକୁ ଜିଦ୍ ଧରି ଚାନ୍ଦବାଲିଠାରେ ମିଠାପାଣି ଦେଉ ନ ଥିବାରୁ ପ୍ରଦେଶର ମେଘା ଇଂଜିନିୟରିଂ ଠିକା ନେଇଛି ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇ କାମ ଆଗେଇ ଚାଲିଛି। ରାଜକନିକା ଓ ଆଳି ଲୋକେ ଆରୋପ କରୁଛନ୍ତି ୧୦ କିଲୋମିଟର ଦୂରରେ ଥିବା ରାଜକନିକା କାମ କରିବାକୁ । ଏହି ବିରାଟ ପ୍ରକରେ ତିହିଡ଼ି ମିଠାପାଣି ପାଇବା ପାଇଁ ରାଜକନିକା ଠାରେ ଥିବା ଖରସ୍ରୋତାରୁ ପାଣି ଗଲେ ଚାଷ ଉଜୁଡି ଯିବ । ଖରସ୍ରୋତା ନଦୀରୁ ମିଠାପାଣି ଆସିବାକୁ ପାଇପ ବ୍ଳକର ୩୧ରୁ ୨୦ ପଞ୍ଚାୟତ, ବାସୁଦେବପୁର ଖରସ୍ରୋତା ନଦୀରୁ ପାଇପ ଯୋଗେ ପାଣି ଉଠାଇ । ଶାସକ ଦଳ ଓ ବିଭାଗୀୟ ଅଧକାରୀ ସଫେଇ ନେଇ ପହଞ୍ଚିବା ବେଳକୁ ତାହାକୁ ବିଛାଇ ଦେଉନାହାନ୍ତି ବ୍ଳକର ୩୬ ରୁ ୨୫ ପଞ୍ଚାୟତ, ଧାମନଗର ଚାନ୍ଦବାଲି ନୟାହାଟ ଠାରେ ନିର୍ମାଣଧୁନ ରିଫାଇନ ଦେଉଛନ୍ତି ଖରସ୍ରୋତା ନଦୀରୁ ସମୁଦ୍ରକୁ ପ୍ରତିଦିନ ସ୍ଥାନୀୟ ଲୋକେ । ଏହାକୁ ନେଇ ଧାରଣା ଧର୍ମଘଟ, ବ୍ଲକରେ ୩୦ ରୁ ୧୦ ପଞ୍ଚାୟତ ଏବଂ ଚାନ୍ଦବାଲି କେନ୍ଦ୍ରକୁ ଅଣାଯିବ । ନୟାହାଟ ଠାରେ ୮ ଏକର ୭୩୫୨ ମିଲିୟନ ଲିଟର ପାଣି ବୋହିଯାଉଛି । ରାଜପଥ ଉପରେ ମାନବ ଶଂଖଳ ଚାଲୁ ରହିଛି। ବ୍ଲକର ସଂପୃ ୩୬ଟି ପଞ୍ଚାୟତକୁ ମିଶାଇ ୯୧ଟି ଜମିରେ ଏହି ରିଫାଇନ କେନ୍ଦ୍ର ନିର୍ମାଣ ଚାଲିଛି । ଏଥିରୁ ଚାନ୍ଦବାଲିର ନିର୍ମାଣଧୀନ ଏହି ମେଗାପାଇପ ଅନ୍ୟ ପକ୍ଷରେ ସାରା ଭଦ୍ରକ ଜିଲ୍ଲାରେ ଏହି ପାଇପ ପଞ୍ଚାୟତ ଏହି ପ୍ରକଳ୍ପରେ ସାମିଲ ହୋଇଛି । ଏହି ଖରସ୍ରୋତା ନଦୀରୁ ବୌତରଣୀ କୂଳ ପର୍ଯ୍ୟନ୍ତ ପାଣି ପ୍ରକି ଦିନକୁ ୧୩୨ ମିଲିୟନ ଲିଟର ପାଣ ବିଛା କାର୍ଯ୍ୟ ଜୋରଦାର ଚାଲିଛି।୯୧ ଟି ପଞ୍ଚାୟତର ୬ ଲକ୍ଷ ୨୦ ହଜାର ଲୋକ ୧୦ କିଲୋ ମିଟର ପାଇପ ବିଛାଯିବା ପରେ ଆବଶ୍ୟକ କରୁଛି। ଏତେ ପାଣି ବୋହି ଯାଉଥିବା । ମିଳିଥିବା ତଥ୍ୟ ଅନୁଯାୟୀ, ୧୦୦୦ କୋଟି ଉପକୃତ ହେବେ । ଭଦ୍ରକ ଜିଲ୍ଲାର ଏହି ୪ ଟି ବୈତରଣୀ ନଦୀରେ ଏକ ବ୍ରିଜ ନିର୍ମାଣ ହେବ । ବେଳେ ସେହି ପାଣିକୁ ଲୋକଙ୍କ କାମରେ ଲଗାଇଲେ ଟଙ୍କାର ଏହି ମେଗା ପାଇପ୍ ପାଣି ପ୍ରକଳ୍ପକୁ ଆନ୍ଧ୍ର ବ୍ଲକରେ ୨୪୦୦ କିଲୋମିଟର ପାଇପ୍ ବିଛାଯିବା ଏହି ଝୁଲା ବ୍ରିଜରେ ପାଇପ୍ ରଖାଯାଇ ନଦୀ ପାର ଅସୁବିଧା କଣ ବୋଲି ଓଲଟା ପ୍ରଶ୍ନ ପଚାରୁଛନ୍ତି !