ରାଉରକେଲା, ୨୬ /୧/୨୦ (ସନ୍ଧାନ ନିଉଜ/ସୁବୋଧ ନାୟକ) : ଆଜି ଜାନୁଆରୀ 26 ତାରିଖ ରାଉରକେଲା ଜ଼ିଲ୍ଲା ପ୍ରଶାସନ ଓ ଆରଏସପି ପକ୍ଷରୁ ଗଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ରାଉରକେଲା ଜ଼ିଲ୍ଲା ପ୍ରଶାସନ ପକ୍ଷରୁ 71ତମ ଗଣତନ୍ତ୍ର ଦିବସରେ ଉତ୍ତରାଞ୍ଚଳ ଆରଡିସି ନିରଞ୍ଜନ ସାହୁ ଉଦିତନଗର ପଡିଆରେ ଜାତୀୟ ପତାକା ଉତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ ।
ସେହିପରି ରାଉରକେଲା ଇସ୍ପାତ କାରଖାନା (ଆରଏସପି )ପକ୍ଷରୁ ସିଇଓ ଦୀପକ କୁମାର ଚଟରାଜ sector-6 ଓ sector 22 ଫର୍ଟିଲାଇଜ଼ର ରେ ଜାତୀୟ ପତାକା ଉତୋଳନ କରିବା ସହ ପାରାଡ ଅଭିବାଦନ ଗ୍ରହଣ କରିଥିଲେ ।
ରାଉରକେଲା ଜ଼ିଲ୍ଲା ପ୍ରଶାସନ ଓ ଆରଏସପି ପାଳିଲା ଗଣତନ୍ତ୍ର ଦିବସ
|
January 27, 2020 |



