ରାଉରକେଲା ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ କାରବାର ଉପରେ କଟକଣା !

Spread the love

ରାଉରକେଲା, ୧୩/୦୩ (ସନ୍ଧାନ ନିୟୁଜ) : ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କର କାରବାର ଉପରେ ଅସ୍ଥାୟୀ କଟକଣା ଲଗାଇବା ପରେ ଦେଶର ୫୪ଟି ବ୍ୟାଙ୍କର କାରବାର ଉପରେ ଜାରି ହୋଇଛି କଟକଣା। ଏହି ବ୍ୟାଙ୍କ ମଧ୍ୟରେ ରହିଛି ଓଡ଼ିଶାର ୨୨ଟି ସମବାୟ ବ୍ୟାଙ୍କ। ଏସବୁ ବ୍ୟାଙ୍କର ସିଟିଏସ୍ କ୍ଲିୟରିଂକୁ ବନ୍ଦ କରି ଦିଆଯାଇଥିବା ବେଳେ ଏହି ବ୍ୟାଙ୍କର ଚେକକୁ କାରବାର ନକରିବାକୁ ଗ୍ରାହକମାନଙ୍କୁ ଅନୁରୋଧ କରାଯାଇଛି।

ଓଡ଼ିଶାର ପ୍ରଭାବିତ ହୋଇଥିବା ବ୍ୟାଙ୍କଗୁଡ଼ିକ ହେଲା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଉତ୍କଳ ସମବାୟ ବ୍ୟାଙ୍କିଙ୍ଗ୍ ସୋସାଇଟି, ଖୋର୍ଦ୍ଧା ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ, ୟୁନାଇଟେଡ୍ ପୁରୀ-ନିମାପଡ଼ା ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ, ପୁରୀ ଅର୍ବାନ କୋଅପରେଟିଭ ବ୍ୟାଙ୍କ, ନୟାଗଡ଼ ଜିଲ୍ଲା ସେଣ୍ଟ୍ରାଲ କୋଅପରେଟିଭ୍ ବ୍ୟାଙ୍କ, କଟକ ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ, ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ, ବାଲେଶ୍ୱର-ଭଦ୍ରକ ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ, ବାଲୋ୍‌ବର କୋଅପରେଟିଭ ଅର୍ବାନ ବ୍ୟାଙ୍କ, ମୟୂରଭଞ୍ଜ ସେଣ୍ଟ୍ରାଲ କୋଅପରେଟିଭ୍ ବ୍ୟାଙ୍କ, କେନ୍ଦୁଝର ସେଣ୍ଟ୍ରାଲ କୋଅପରେଟିଭ୍ ବ୍ୟାଙ୍କ ଲିଃ, ଅନୁଗୋଳ ୟୁନାଇଟେଡ୍ ସେଣ୍ଟ୍ରାଲ କୋଅପରେଟିଭ୍ ବ୍ୟାଙ୍କ ଲିଃ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ବ୍ରହ୍ମପୁର କୋଅପରେଟିଭ୍ ସେଣ୍ଟ୍ରାଲ ବ୍ୟାଙ୍କ ଲିଃ, ବ୍ରହ୍ମପୁର କୋଅପରେଟିଭ୍ ଅର୍ବାନ ବ୍ୟାଙ୍କ, ଆସ୍କା କୋଅପରେଟିଭ୍ ସେଣ୍ଟ୍ରାଲ ବ୍ୟାଙ୍କ, ବୌଦ୍ଧ କୋଅପରେଟିଭ୍ ସେଣ୍ଟ୍ରାଲ ବ୍ୟାଙ୍କ, ବଲାଙ୍ଗିର ଜିଲ୍ଲା ସେଣ୍ଟ୍ରାଲ କୋଅପରେଟିଭ୍ ସେଣ୍ଟ୍ରାଲ ବ୍ୟାଙ୍କ, ସୁନ୍ଦରଗଡ଼ ଜିଲ୍ଲା ସେଣ୍ଟ୍ରାଲ କୋଅପରେଟିଭ୍ ବ୍ୟାଙ୍କ ଓ ରାଉରକେଲା ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ। Report- Subodh Nayak

Related Posts

About The Author

Add Comment