ରାଉରକେଲା, ୨୦/୨/୨୦ (ସନ୍ଧାନ ନିଉଜ) : ସୁନ୍ଦରଗଡ଼ ଜିଲ୍ଲାରେ ମୋଟ 220 ପରୀକ୍ଷା କେନ୍ଦ୍ରରେ 401 ସ୍କୁଲର 24 ହଜାର 819 ଜଣ ପରୀକ୍ଷା ଦେଉଛନ୍ତି । ସେହିପରି ରାଉରକେଲା ଏବଂ ବିଶ୍ରାରେ ମୋଟ 23ଟି ପରୀକ୍ଷା କେନ୍ଦ୍ରରେ 5 ହଜାର 386 ଜଣ ପରୀକ୍ଷା ଦେଉଛନ୍ତି । ପ୍ରଶ୍ନ ପତ୍ର ରଖିବା ଲାଗି ଉଦିତ ନଗର ହାଇସ୍କୁଲ , 18 ନମ୍ବର ସେକ୍ଟରର ବିବେକାନନ୍ଦ ବିଦ୍ୟା ମନ୍ଦିର , ସେକ୍ଟର 20ର NAC ST ହାଇସ୍କୁଲକୁ ନୋଡାଲ ସେଣ୍ଟର କରାଯାଇଛି । ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିବା ବେଳେ କପି ରୋକିବା ପାଇଁ ବିଭାଗ ପକ୍ଷରୁ ପାଞ୍ଚଟି ସ୍କ୍ୱାର୍ଡର ବ୍ୟବସ୍ଥା କରାଯାଇଛିି ।
ରାଉରକେଲାରେ ସରିଲା ପ୍ରଥମ ଦିନ ମାଟ୍ରିକ ପରୀକ୍ଷା
|
February 20, 2020 |
