ରାଉରକେଲା, ୧୩/୦୩ (ସନ୍ଧାନ ନିୟୁଜ) : ରାଉରକେଲାରେ ଲଗାଣ ବର୍ଷା । ଅଦିନିଆ ବର୍ଷା ଯୋଗୁଁ ଚାଷୀ ବିଶେଷ କରି ପାରିବା ଚାଷୀ ହଇରାଣ ହେଉଛନ୍ତି। ସେମାନେ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି। 2 ଦିନ ଧରି ପାଗ ପରିବର୍ତ୍ତନ ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶ୍ରମିକ, ପରିବା ବିକାଳୀ, ଉଠା ଦୋକାନୀ ମାନେ ଏହିଭଳି ପାଗକୁ ନେଇ ବହୁତ ହଇରାଣ ହେଉଥିବା ଦେଖାଯାଇଛି ।
ରାଉରକେଲାରେ ଲଗାଣ ବର୍ଷା
|
March 13, 2020 |



