ରାଉରକେଲାରେ ନ୍ୟୁଜିଲାଣ୍ଡ ଏୟାରକ୍ରାଫ୍ଟ

Spread the love
ରାଉରକେଲା,  ୦୧/୦୪ (ସନ୍ଧାନ ନିୟୁଜ): ଷ୍ଟିଲ ସିଟି ଏୟାରପୋର୍ଟରେ ଛିଡା ହୋଇଛି 2ଟି ନ୍ୟୁଜିଲାଣ୍ଡ ଏୟାରକ୍ରାଫ୍ଟ । ଏହି 2ଟି ଏୟାରକ୍ରାଫ୍ଟ 20 ତାରିଖରେ ଆସି ରାଉରକେଲାରେ ପହଞ୍ଚିଥିଲା । ଯେତେବେଳେ ଭାରତ ସହ ସାରା ବିଶ୍ବ କୋରୋନା ବିପକ୍ଷରେ ଲଢ଼ୁଛି ସେତେବେଳେ 2ଟି ବିଦେଶୀ ଏଆରକ୍ରାଫ୍ଟ ରାଉରକେଲାରେ ଅବତରଣ କରି ସହରବାସୀଙ୍କ ମଧ୍ୟରେ ଡର ସୃଷ୍ଟି କରିଛି । ଏ ବାବଦରେ ପ୍ରଶାସନ ମଧ୍ୟ କିଛି ସ୍ପଷ୍ଟ କରିନଥିବା ବେଳେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ମଧ୍ୟ କୌଣସି ସୂଚନା ଦେଇନଥିଲେ ।

Related Posts

About The Author

Add Comment