ରସୁଲପୁର: ଭାଜପା ୩୪ନଂ ମଣ୍ଡଳ ପକ୍ଷରୁ କମଳ ଜ୍ୟୋତି ସଂକଳ୍ପ

Spread the love

ରସୁଲପୁର, ୨୬/୨(ସନ୍ଧାନ ନିଉଜ/ ଜଗମୋହନ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ ସିଂହାପୁର ପଂଚାୟତ ଐତିହାସିକ ନାରାୟଣ ଗୋସାଇଁଙ୍କ ପୀଠରେ ଆଜି ଭାଜାପା, ୩୪ନଂ ମଣ୍ଡଳ ପକ୍ଷରୁ ଏକ କମଳ ଜ୍ୟୋତି ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଧ୍ୟା ୬ଘଟିକା ସମୟରେ ଜିଲାପରିଷଦ ସଭ୍ୟ ରଶ୍ମୀରଂଜନ ନାୟକଙ୍କ ନେତୃତ୍ୱରେ ଦିଲୀପ ରଥ, ପ୍ରକାଶ ବଳ, କାମଦେବ ରାଉତ, କାର୍ତ୍ତିକେଶ୍ୱର ପରିଡା ପ୍ରମୁଖ ମଧୁତୀର୍ଥ ପୁଷ୍କରଣୀ କୂଳରେ କମଳ ଦିପାବଳୀ ପାଳନ କରି ସଂକଳ୍ପ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଜରିଆରେ ଭାଜପା କର୍ମୀମାନେ ନୂଆ ଭାରତ ଓ ଓଡିଶା ଗଠନ କରିବା ପାଇଁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଂକଳ୍ପ ନେଇଥିଲେ ।

Related Posts

About The Author

Add Comment