ଯୋରନ୍ଦା ମହିମା ଧର୍ମର ମହାକୁମ୍ଭ ମେଳା ଆଜିଠାରୁ ଆରମ୍ଭ

Spread the love

ଢେଙ୍କାନାଳ, ୧୮/୨ (ସନ୍ଧାନ ନିୟୁଜ ) ଯୋରନ୍ଦା ମହିମା ଗାଦିରେ ମହିମା ଧର୍ମର ମହାକୁମ୍ଭ ଭାବେ ପରିଚିତ ବିଶ୍ବପ୍ରସିଦ୍ଧ ମେଳା ଆଜିଠାରୁ ଆରମ୍ଭ ହେଉଛି। ଏକ ସପ୍ତାହ ଧରି ଚାଲିବାକୁ ଥିବା ଏହି ମେଳା ମାଘ ଚତୁର୍ଦ୍ଦଶୀ ଓ ପ୍ରଭୁ ପୂର୍ଣିମା ଉତ୍ସବ ନାମରେ ମଧ୍ୟ ଜଣାଶୁଣା। ଚଳିତ ବର୍ଷ ୧୪୬ତମ ଉତ୍ସବ ପାଳିତ ହେଉଛି। ମୁଖ୍ୟ ଗାଦି ମନ୍ଦିରରେ ଆଜି ସନ୍ଧ୍ୟା ୫ଟା ୧୫ ମିନିଟରେ ବହୁ ପ୍ରତୀକ୍ଷିତ ଝାଡ଼ଦୀପ ପ୍ରଜ୍ଜ୍ବଳିତ ହେବ । ମେଳା ପାଇଁ ଓଡ଼ିଶାର କୋଣ ଅନୁକୋଣ, ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ବିହାର, ଆସାମ, ମଧୢପ୍ରଦେଶ ସମେତ ପେଡ଼ାଶୀ ନେପାଳ, ଭୁଟାନ ଦେଶର ମହିମାଭକ୍ତମାନେ ହଜାରହଜାର ସଂଖ୍ୟାରେ ଆସି ମହିମାଗାଦିରେ ପହଞ୍ଚିଗଲେଣି ।

Related Posts

About The Author

Add Comment